Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜନସାଧାରଣଙ୍କ ସୁବିଧା ପାଇଁ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ଦିବସ ସଂଶୋଧିତ
ଭୁବନେଶ୍ୱର, : ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ ୨୦୮୩୫/ ୨୦୮୩୬ ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ସୂଚୀକୁ ସଂଶୋଧନ କରାଯାଇଛି । ବର୍ତ୍ତମାନ ଶନିବାର ବ୍ୟତୀତ ପ୍ରତିଦିନ ଚଳାଚଳ କରୁଥିବା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଏବେ…
ସପ୍ତମ କଳାଭୁମି ଉତ୍ସବ ଉଦଯାପିତ
ଭୁବନେଶ୍ୱର,: ଅନନ୍ୟ କଳାର ରାଜ୍ୟ ଓଡ଼ିଶା । ଏହାର ସମୃଦ୍ଧ ହସ୍ତଶିଳ୍ପ ଓ ଗରିମାମୟ ହସ୍ତତନ୍ତର ପରମ୍ପରାକୁ ଆଗେଇ ନେବା ଆମର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି କହିଛନ୍ତି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ସପ୍ତମ କଳାଭୁମିଉ ତ୍ସବର ଉଦଯାପନୀ ସମାରୋହରେ…
ବିଜେପି ପକ୍ଷରୁ ‘ସୌଗାତ-ଏ-ମୋଦି\’ ଯୋଜନା ଆରମ୍ଭ
ନୂଆଦିଲ୍ଲୀ,: ମୁସଲମାନମାନଙ୍କ ପାଇଁ ଯୋଡି ହେବା ପାଇଁ ବିଜେପି ପକ୍ଷରୁ ଇଦ୍ ଉପଲକ୍ଷେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ଅନ୍ତର୍ଗତ ଦେଶର ୩୨ ଲକ୍ଷ ଆର୍ଥିକ ଅନଗ୍ରସର ମୁସଲମାନ ପରିବାରଙ୍କୁ ଉପହାର ପ୍ୟାକ୍ ଦିଆଯିବ । ସୌଗାତ-ଏମୋଦି ନାମରେ ନାମିତ, ଏହି ଉପହାରଗୁଡ଼ିକ…
ୟୁପିରେ ଯଦି ହିନ୍ଦୁ ସୁରକ୍ଷିତ, ତେବେ ମୁସଲମାନ ବି ସୁରକ୍ଷିତ
ଲକ୍ଷ୍ନୌ, : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଶ୍ୱାସନା ଦେଇଛନ୍ତି ଯେ ରାଜ୍ୟରେ ସମସ୍ତ ଧର୍ମର ଲୋକ ସୁରକ୍ଷିତ ଅଛନ୍ତି । ସେ କହିଥିଲେ ଯେ ଜଣେ ଯୋଗୀ ଭାବରେ ସେ ସମସ୍ତଙ୍କ ପାଇଁ ଖୁସି କାମନା କରନ୍ତି । ଏଏନଆଇ ସହିତ କଥାବାତ୍ତା ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ…
ଶପଥ ପାଠ କରାଇଲେ ରାଜ୍ୟପାଳ
କଟକ, : ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି । କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାର ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ହରିବାବୁ କୁମ୍ଭମ୍ପତି ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ…
‘ମୁକେଶ ସାରଙ୍କ କଥା କାଟି ନପାରି ତିନି ଖାନ ମଞ୍ଚରେ ହୋଇଥିଲୁ ଏକାଠି’
ନୂଆଦିଲ୍ଲୀ, : ବଲିଉଡ ସୁପରଷ୍ଟାର ସଲମାନ ଖାନ, ଶାହରୁଖ ଖାନ ଏବଂ ଆମିର ଖାନଙ୍କୁ ମଞ୍ଚ ଉପରେ ଏକାଠି ଦେଖିବାକୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରି ରହିଥାଆନ୍ତି । କିନ୍ତୁ ଏହି ତିନିଜଣ ଖାନଙ୍କୁ ମଞ୍ଚ ଉପରେ ଖୁବ କମ ଏକାଠି ହେବାର ଦେଖିବାକୁ ମିଳିଥାଏ । ନିକଟରେ ଅନନ୍ତ ଅମ୍ବାନୀଙ୍କ…
ସମନ୍ଥାଙ୍କୁ ଅଫର୍ ଥିଲା ୨୦୦ କୋଟି ଭରଣପୋଷଣ, ପ୍ରତ୍ୟାଖ୍ୟାନ କରିଥିଲେ ଅଭିନେତ୍ରୀ
ମୁମ୍ବାଇ, : ମାତ୍ର ୪ ବର୍ଷର ଦାମ୍ପତ୍ୟ ଜୀବନ ପରେ ୨୦୨୧ ମସିହାରେ ବୈବାହିକ ସମ୍ପର୍କ ଛିନ୍ନ କରିଥିଲେ ସମନ୍ଥା ରୁଥ୍
ପ୍ରଭୁ ଓ ନାଗା ଚୈତନ୍ୟ । ଆପସ ସହମତିରେ ଉଭୟଙ୍କର ବିଚ୍ଛେଦ ହୋଇଥିଲା । ନିକଟରେ କ୍ରିକେଟର୍ ଯୁଝବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ବିବାହ ବିଚ୍ଛେଦ ହୋଇଛି, ଯାହାକୁ ନେଇ…
ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ବାଟ ଦେଖାଇଛି ମହାସଂଘ
କୋରାପୁଟ,: କୋରାପୁଟ ଜିଲ୍ଲା ସୁନାବେଡା ହନୁମାନ ବଜାରରେ ମହାସଂଘ ରହିଛି । ଏହି ମହାସଂଘ ୨୦୦୨ ମସିହାରୁ ଆରମ୍ଭ ହୋଇଛି । ଏହି ସଂଘରେ ଶହେଟି ଏସଏଚଜି ମହିଳା ଗ୍ରୁପ ରହିବା ସହିତ ପାଖାପାଖି ବାର ସହ ମହିଳା ରହିଛନ୍ତି । ଦୀର୍ଘ ତେଇସି ବର୍ଷ ଧରି ମହିଳାମାନେ ଏହି ସଂଘରେ ଯୋଡିହୋଇ ଏସଏଚଜି…
ଜଳ ସମ୍ପଦ ବିଭାଗରେ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ଓ ଖର୍ଚ୍ଚ ସମୀକ୍ଷା
ଭୁବନେଶ୍ୱର,: ଜଳ ସମ୍ପଦ ବିଭାଗରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟସବୁକୁ ତ୍ୱରାନ୍ୱିତ କରିବା ଏବଂ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟକରି ଓ ଖର୍ଚ୍ଚ ବିନିଯୋଗ କରିବା ସମ୍ପର୍କରେ ଆଜି ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ…
ଏସସିବି ମେଡିକାଲକୁ ହ୍ୱିଲ ଚେୟାର ଦାନ କଲା ଇଫ୍କୋ ପାରାଦୀପ ୟୁନିଟ
ପାରାଦୀପ,: ବିଭିନ୍ନ ସମୟରେ ପରିବେଶ ସୁରକ୍ଷା, ପାରିପାଶ୍ୱର୍ିକ ଉନ୍ନୟନ ଓ ଦୈବୀ ଦୁର୍ବିପାକ ସମୟରେ ଇଫ୍କୋର ସହଯୋଗ ସାଧାରଣରେ ବେଶ ପ୍ରଶଂସନୀୟ । ତେବେ ରୋଗୀମାନଙ୍କ ସାଧାରଣରେ ଚଳପ୍ରଚଳ ସୁବିଧା ଓ ଆବଶ୍ୟକପାଇଁ ଇଫକୋ ପାରାଦୀପ ୟୁନିଟ ପକ୍ଷରୁ କଟକ ସ୍ଥିତ ଓଡ଼ିଶାର ମୁଖ୍ୟ ଶ୍ରୀରାମ ଚନ୍ଦ୍ର…