Browsing Category

ରାଜ୍ୟ

କୀଟତତ୍ତ୍ୱ ବିଜ୍ଞାନୀ ଓ କୀଟ ସଂଗ୍ରହକାରୀମାନଙ୍କ ତାଲିମ ଶିବିର

ଭୁବନେଶ୍ୱର - ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଓଡିଶା, ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ PATH-CHRI ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଭେକ୍ଟର ବାହିତ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜନ ସଚେତନତାକୁ ବ୍ୟାପକ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି I…

ଓଡ଼ିଶାର କଳା, ସଂସ୍କୃତି,ଐତିହ୍ୟକୁ କଲେ ଉଚ୍ଚ ପ୍ରଶଂସା

ଭୁବନେଶ୍ୱର,: ପୋଖରୀପୁଟ ଶିଳ୍ପୀବିହାରସ୍ଥିତ ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ପରିଦର୍ଶନ କରିଛନ୍ତି ସିଙ୍ଗାପୁର ଜନରାଜ୍ୟର ମହାମହିମ ରାଷ୍ଟ୍ରପତି ଶ୍ରୀ ଥର୍ମନ୍ ଶନ୍ମୁଗରତ୍ନମ୍ । ସେଠାରେ ପ୍ରଦର୍ଶିତ ଓଡ଼ିଶାର ଅନନ୍ୟ କଳାକୃତିଗୁଡ଼ିକୁ ଦେଖି ସେ ଅଭିଭୂତ ହୋଇଥିଲେ । ଏହା ଦେଖି ଖୁସି…

ଧର୍ମଗଡ଼ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଶୁଭ ଉଦଘାଟିତ

ଧର୍ମଗଡ,: କଳାହାଣ୍ଡି କଳା, ସଂସ୍କୃତିର ଉତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫ ଶୁଭ ଉଦ୍ଘାଟନ ହୋଇଯାଇଛି । ପ୍ରଥମେ ମାଁ ଭଣ୍ଡାରଘରଣୀଙ୍କ ମନ୍ଦିରରୁ ମା’ଙ୍କ କଳସ ବିରାଟ ପଟୁଆର ବାହାରି ସହର ପରିକ୍ରମା କରି ଉତ୍ସବ ପଡିଆକୁ ଆସିବା ପରେ ମଞ୍ଚରେ ସ୍ଥାପିତ କରାଯାଇଥିଲା । କଳାହାଣ୍ଡି ଉତ୍ସବ…

ବ୍ୟାସ ସରୋବର ଗୋଶାଳାର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ବିଧାୟକ

ଯାଜପୁର,: ବେଦରେ ଗୋମାତାଙ୍କୁ ମାତାର ଆଖ୍ୟା ଦିଆଯାଇଛି । ଗୋ ପୁଜା ସନାତନ ଧର୍ମ ଏକ ପ୍ରତୀକ । ଗୋସମ୍ପଦକୁ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ । ବ୍ୟାସ ସରୋବର ଗୋଶାଳା ଅତି ପ୍ରାଚୀନ ଏହି ଗୋଶାଳା ବିକାସ ପାଇଁ ଅଣ୍ଟା ଭିଡିଛନ୍ତି କୋରାଇ ବିଧାୟକ ଆକାଶ ଦାସ ନାୟକ ଗୁରୁବାର ଦିନ ୧୨:୫୦…

ନୂତନ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ

ଭୁବନେଶ୍ୱର,: ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ୍ ଶତୃଘନ ପୁଜାହାରୀ ଓଡ଼ିଶାର ନବନିଯୁକ୍ତ ମାନ୍ୟବର ରାଜ୍ୟପାଳ ଡା. ହରି ବାବୁ କାମ୍ଭାମପତିଙ୍କୁ ରାଜଭବନରେ ସାକ୍ଷାତ କରିଛନ୍ତି । ବୁଧବାର ପୂର୍ବାହ୍ନରେ ଜଷ୍ଟିସ ପୂଜାହାରୀ ମାନ୍ୟବର ରାଜ୍ୟପାଳଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ…

ଫୋନପେ ସହିତ ମହାକୁମ୍ଭ ମେଳା ପାଳନ କରନ୍ତୁ

ଭୁବନେଶ୍ୱର,: ଫୋନ୍‌ପେ ପକ୍ଷରୁ ଆଜି ମହାକୁମ୍ଭ ମେଳାକୁ ନେଇ ଏକ ବିସ୍ତୃତ କ୍ୟାମ୍ପେନର ଲଞ୍ଚ୍ ଘୋଷଣା କରାଯାଇଛି ଯାହା ପ୍ରୟାଗରାଜଠାରେ ଜାନୁଆରୀ ୧୩ ତାରିଖରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ଫୋନପେର ଏହି କ୍ୟାମ୍ପେନରେ ‘ମହାକୁମ୍ଭ କା ମହାସଗୁନ’ ଅଫର୍ ଭଳି ଏକାଧିକ…

ବିଶ୍ୱ ହିନ୍ଦୀ ଦିବସ ଅବସରରେ ଆଇଓବି ବ୍ରହ୍ମପୁର ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା

ବ୍ରହ୍ମପୁର,: ବିଶ୍ୱ ହିନ୍ଦୀ ଦିବସ ଅବସରରେ ଇଣ୍ଡିଆନ୍‌ ଓଭରସିଜ୍ ବ୍ୟାଙ୍କ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ତରଫରୁ ଏକ ବୈଠକର ଆୟୋଜନ କରାଯାଇଥିବା ସହ ବିଭିନ୍ନ ପ୍ରକାରର ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ବ୍ରହ୍ମପୁର କ୍ଷେତ୍ରର ବରିଷ୍ଠ କ୍ଷେତ୍ରୀୟ ପ୍ରବନ୍ଧକ ଖୁର୍ସିଦ୍ ରବାନୀ…

ସବୁଠି ଚାଲିଛି ମିଲର୍‌ଙ୍କ ରାଜୁତି, ମିଲର୍‌ଙ୍କ ମନମାନିକୁ ନେଇ ଜିଲା ଯୋଗାଣ ବିଭାଗ ନିକଟରେ ଦ୍ୱାରସ୍ଥ ହେଲେ ଚାଷୀ

ଏବେ ସବୁଠି ମିଲର୍‌ଙ୍କ ମନମାନିକୁ ନେଇ ଚାଷୀଙ୍କ ଅଭିଯୋଗ। କେଉଁଠି ମିଲର ୭୫ କେଜି ଧାନ ବସ୍ତାରେ ୭୯ କେଜି ମାଗୁଛନ୍ତି ତ କେଉଁଠି ୭୮ କେଜି ମାଗୁଛନ୍ତି ନଚେତ ଧାନ ଉଠିବ ନାହିଁ ବୋଲି ଚାଷୀଙ୍କୁ କହୁଛନ୍ତି ମିଲର । ଏହିଭଳି ଘଟଣା ଛତ୍ରପୁର ବ୍ଲକ ବିପୁଳିଙ୍ଗି ସେବା ସମବାୟ ସମିତି ଓ…

ଜନସେବା ଦିବସରେ ବର୍ଦ୍ଧିତ ଭତ୍ତା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,

ରାୟଗଡ- ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭିଡିଓ କନଫରେନସିଂ ସିଧା ପ୍ରସାରଣ ମାଧ୍ୟମରେ କେଉଁଝର ଜିଲ୍ଲାରୁ କାର୍ଯ୍ୟକ୍ରମରେ ଯୋଗଦେଇ ବର୍ଦ୍ଧିତ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ରlୟଗଡ଼ ଠାରେ…

ବରୀ ବ୍ଲକରେ ବର୍ଦ୍ଧିତ ଭତ୍ତା ବିତରଣ ଶୁଭାରମ୍ଭ

ଯାଜପୁର,(ଡିକେ ନୁ୍ୟଜ): ୮୦ବର୍ଷ ରୁ ଉଦ୍ଧ୍ୱର୍ ଓ ଶତକଡା ୮୦ ଉର୍ଦ୍ଧ୍ୱ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଜନସେବା ଦିବସ ଉପଲକ୍ଷେ ଆଜି ବରୀ ବ୍ଲକ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ବରୀ ବିଧାୟକ…