Browsing Category

ରାଜ୍ୟ

ଏମ୍‌ଏଲଏ ଲ୍ୟାଡ ୱେବ୍ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,: \"ଏମଏଲଏ ଲ୍ୟାଡ୍‌\' ୱେବ ପୋର୍ଟାଲର ଶୁଭ ଉନ୍ମୋଚନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକସେବା ଭବନରେ ଏହାର ଶୁଭାରମ୍ଭ କରିଛନ୍ତି । ଏହା ସହିତ ସିଏମଏସଏର ସରଳୀକୃତ ଗାଇଡଲାଇନ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବୁଧବାର କ୍ୟାନେଟ୍ ବୈଠକ ଆରମ୍ଭ ହେବା ପୂର୍ବରୁ…

୭ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର, : ରାଜ୍ୟରେ ଧାନ ମଣ୍ଡିଗୁଡ଼ିକରେ ଚାଷୀମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରିବା ସହ ଗୋଟିଏ ଛାତ ତଳେ ଚାଷୀ, ବ୍ୟବସାୟୀ ଓ ଅନ୍ୟାନ୍ୟ ଭାଗିଦାରୀମାନଙ୍କୁ କାରବାର ସୁବିଧା ଦେବା ନିମନ୍ତେ ରାଜ୍ୟ ସରକାର \"ମଡେଲ୍ ମଣ୍ଡି\' ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ…

ବର୍ଦ୍ଧିତ ଘର ଟିକସ ମାମଲା ” ବ୍ରହ୍ମପୁର ପୌରପରିଷଦ ବେଆଇନ କାର୍ଯ୍ୟରୁ ନିବୃତ ରହୁ

ବ୍ରହ୍ମପୁର : ରାଜ୍ୟ ସରକାର ବ୍ରହ୍ମପୁର ପୌରସଂସ୍ଥାକୁ ବ୍ରହ୍ମପୁର ପୌରପରିଷଦ ରୂପେ ୨୦୦୮ ମସିହାରେ ଘୋଷଣା କରିଛନ୍ତି । ଏହା ପରେ ଓଡ଼ିଶା ପୌରପରିଷଦ ଆଇନ ୨୦୦୩ ( Odisha Municipality Coorporation Act 2003 ) ଲାଗୁ ହୋଇଛି ଏବଂ ଓଡ଼ିଶା ପୌରସଂସ୍ଥା ଆଇନ୍ ୧୯୫୦ ଅଚଳ ହୋଇଯାଇଛି ।…

ମହିଳାଙ୍କୁ ସୁରକ୍ଷା ଦାବିରେ ନବନିର୍ମାଣ ସଙ୍ଗଠନର ପଦଯାତ୍ରା

ପାଣିକୋଇଲି,: ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ପ୍ରତି ଦୁଷ୍କର୍ମ ବଢି ଚାଲିଛି । ପୁର୍ବ ବିଜେଡ଼ି ସରକାର ସମୟରେ ଇତିଶ୍ରୀ, ବେବିନା, ମାଧବିଲତା, ମମିତା ଓ ରୁଚିକାଙ୍କ ଭଳି ମହିଳା ଶୀକାର ହୋଇ ଆତ୍ମହତ୍ୟା କରିବା ସହିତ କିଛି ମହିଳା ମାନଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ବେଳେ…

ଇଫକୋ ପାରାଦୀପ ୟୁନିଟ କୁ “ଶ୍ରେଷ୍ଠ ମଦର ପ୍ଲାଣ୍ଟ ୨o୨୫” ପୁରସ୍କାର

ପାରାଦୀପ - ଭାରତୀୟ କୃଷକ ସାର ସମବାୟ ସଂଗଠନ (ଇଫକୋ) ପାରାଦୀପ ୟୁନିଟ କୁ ଓଡିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଓଏଏସଏମଇ) ଦ୍ୱାରା "ଶ୍ରେଷ୍ଠ ମଦର ପ୍ଲାଣ୍ଟ ୨o୨୫" ପୁରସ୍କାରରେ ସମ୍ମାନିତ କରାଯାଇଛି l ଅଗଷ୍ଟ ୧୨ ରେ ଓଏଏସଏମଇ ର ୪o ତମ ପ୍ରତିଷ୍ଠା ଦିବସ ଏବଂ ବାର୍ଷିକ ସମ୍ମିଳନୀ ୨୦୨୫ ପାଳନ…

ଓଟିଇଟି ପ୍ରଶ୍ନ ଲିକ୍ ଘଟଣା: ଜିତନ୍‌, ବିଜୟଙ୍କୁ ୬ ଘଣ୍ଟା ଜେରା

କଟକ, : ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ଲିକ୍ ଘଟଣା । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ରାୟଗଡ଼ା ଜିଲ୍ଲାର ଏକ୍ସକ୍ୟାଡର୍ ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଚ ଦୁଇ ଦିନିଆ ରିମାଣ୍ଡରେ ଆଣିଛି । ତଦନ୍ତକାରୀ ଟିମ୍ ଦୁଇ ଅଭିଯୁକ୍ତଙ୍କୁ ଚୌଦ୍ୱାର ଜେଲରୁ…

ଆଇଟିଆଇ ଉନ୍ନତିକରଣ ପାଇଁ ଜାତୀୟ ଯୋଜନା ଉପରେ ପରାମର୍ଶଦାତା କର୍ମଶାଳା

ଭୁବନେଶ୍ୱର, : ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ରାଜ୍ୟରେ ବୈଷୟିକ ଶିକ୍ଷାର ଭବିଷ୍ୟତ ଗଠନ ପାଇଁ ନୀତି ନିର୍ଦ୍ଧାରକ, ଶିଳଳ୍ପୋଦ୍ୟୋଗୀ ଏବଂ ତାଲିମ ବିଶେଷଜ୍ଞଙ୍କୁ ଏକତ୍ରିତ କରି ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ଉପରେ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ ହୋଇଯାଇଛି…

ସ୍ୱଚ୍ଛ ନିରାପଦ ବୃହତ ପାନୀୟ ଜଳ ଯୋଗାଇବା ନେଇ ପ୍ରକଳ୍ପଗୁଡ଼ିକର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର, : ସମଗ୍ର ଓଡ଼ିଶାବାସୀଙ୍କୁ ସ୍ୱଚ୍ଛ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ସରକାର ସଙ୍କଳ୍ପବଦ୍ଧ ଅଛନ୍ତି । ରାଜ୍ୟରେ ଗ୍ରାମାଂଚଳରେ ଏହି କାର୍ଯ୍ୟକୁ ଉଚିତ ଭାବରେ କାର୍ଯ୍ୟକାରୀ କରି ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବୃହତ ପାନୀୟ…

ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା: ସୁନା ଉପରେ କୌଣସି ଶୁଳ୍କ ରହିବ ନାହିଁ

ୱାଶିଂଟନ,: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବଡ଼ ଘୋଷଣା କରିଛନ୍ତି । ଟ୍ରମ୍ପ୍ କହିଛନ୍ତି ଯେ, ସୁନା ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ । ପୂର୍ବରୁ, କଷ୍ଟମସ ଏବଂ ସୀମା ସୁରକ୍ଷା ବିଭାଗ କହିଥିଲା ଯେ, ସୁନା ଉପରେ ଭାରୀ ଟିକସ ଲାଗୁ କରାଯାଇପାରିବ । କିନ୍ତୁ ଟ୍ରମ୍ପ୍ ଏ…

ଆଜିଠୁ ଲଘୁଚାପ, ୩ ଦିନ ଧରି ୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର, : ବୁଧବାର ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବୁଧବାରଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା…