Browsing Category

ରାଜ୍ୟ

କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୮୨,୩୧୫ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୮୨,୩୧୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩,୭୮୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୦୬,୬୫,୧୪୮ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ରାଜ୍ୟରେ ଗୋଟିଏ ଦିନରେ ୯୮୮୯ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୯୭୫୨

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୯୮୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୯୬୪୧ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୪୧୦୨୨୭ ରୋଗୀ…

ଓଡ଼ିଶାର ପାରାଦୀପ ବନ୍ଦରରୁ ପ୍ରଥମ ଧର ପାଇଁ ଭିଏତନାମକୁ ଅଣ ବାସମତୀ କିଷମର ଚାଉଳ ରପ୍ତାନୀ ଆରମ୍ଭ

ନୂଆଦିଲ୍ଲୀ : ଭାରତ ବିଦେଶକୁ ଚାଉଳ ରପ୍ତାନୀ କ୍ଷେତ୍ରରେ ଆଉ ଏକ ବିରାଟ ସଫଳତା ହାସଲ କରିଛି । ଦେଶର ପୂର୍ବାଞ୍ଚଳ କ୍ଷେତ୍ରରୁ ପ୍ରଥମ ଥର ପାଇଁ ବିଦେଶକୁ ଅଣ ବାସମତୀ କିଷମର ଚାଉଳ ରପ୍ତାନୀ ଆରମ୍ଭ କରାଯାଇଛି । ଆଜି ଓଡ଼ିଶାର ପାରାଦୀପ ବନ୍ଦରର ଅନ୍ତରାଷ୍ଟ୍ରୀୟ କାର୍ଗୋ ଟର୍ମିନାଲ…

ବିଭିନ୍ନ ସହରରେ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ହସପିଟାଲ ଖୋଲୁଛି ନୌସେନା

ନୂଆଦିଲ୍ଲୀ : ନୌସେନାଧ୍ୟକ୍ଷ ଆଡମିରାଲ କରମବୀର ସିଂହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ନୌସେନା ପକ୍ଷରୁ କୋଭିଡ଼ ପରିଚାଳନା ପରିପ୍ରେକ୍ଷୀରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇଛନ୍ତି । ଏହି ଅବସରରେ ଆଡମିରାଲ ଶ୍ରୀ ସିଂହ କରୋନା…

ବନ ଧନ ଯୋଜନା ମାଧ୍ୟମରେ ଓଡ଼ିଶାର ଆଦିବାସୀ ଲୋକଙ୍କ ଜୀବନଜୀବିକାକୁ ମିଳିଥିବା ପ୍ରୋତ୍ସାହନ

ନୂଆଦିଲ୍ଲୀ : ଟ୍ରାଇଫେଡର “ସଂକଳ୍ପରୁ ସିଦ୍ଧି” ଗ୍ରାମମାନଙ୍କୁ ଡିଜିଟାଲ ସୁବିଧା ସହ ସଂଯୋଗ କରିବା ପାଇଁ ଉଦ୍ଦିଷ୍ଟ (ଟ୍ରାଇଫେଡ଼ ଏବଂ ରାଜ୍ୟ ପ୍ରବର୍ତ୍ତନ ଏଜେନ୍ସି/ ମେଣ୍ଟରିଂ ଏଜେନ୍ସି/ ସହଭାଗୀମାନଙ୍କୁ ନେଇ ଗଠିତ) । ଏହି ଯୋଜନା ମାଧ୍ୟମରେ ଏବେ ଗ୍ରାମମାନଙ୍କୁ ଗସ୍ତ କରି ଅଧିକାରୀମାନେ ବନ…

ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮-୪୪ ବର୍ଷ ମଧ୍ୟରେ ୪ ଲକ୍ଷ ହିତାଧିକାରୀ ଟିକା ନେଇଛନ୍ତି

ନୂଆଦିଲ୍ଲୀ : ୨୦୨୧ ମେ ୧ ତାରିଖରୁ ଦେଶରେ କୋଭିଡ-୧୯ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶରେ ଏ ପର୍ଯ୍ୟନ୍ତ ମୋଟ ଟିକାକରଣ ୧୫.୮୯ କୋଟିକୁ ଅତିକ୍ରମ କରିଛି । ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୧୮-୪୪ ବର୍ଷ ବୟସ ମଧ୍ୟରେ ୪,୦୬,୩୩୯ ଜଣ ହିତାଧିକାରୀ ଟିକା ନେଇଛନ୍ତି। ଏହା…

ଏପି ଷ୍ଟ୍ରେନ୍: ୧୫ ଗୁଣା ମାରାତ୍ମକ

-ଏପି ଭାରିଏଣ୍ଟ ଅଧିକ ବିଜ୍ଜନକ -ଜଣେ ବ୍ୟକ୍ତି ୪/୫ଜଣଙ୍କୁ କରୁଛି ସଂକ୍ରମିତ -ବି୧-୬୧୭ ଓ ବି୧-୬୧୮ଠାରୁ ଶକ୍ତିଶାଳୀ -୩ ଦିନରେ ଗୁରୁତର ହେଉଛି ରୋଗୀ -ଅଧିକ ଯୁବଗୋଷ୍ଠୀ ହେଉଛନ୍ତି ଆକ୍ରାନ୍ତ ବିଶାଖାପାଟଣା : ରୂପ ବଦଳାଉଛି କରୋନାର ଭୂତାଣୁ । ଦିନକୁ ଦିନ ଚିହ୍ନଟ ହେଉଛି ନୂଆ…

ଦରଦାମ୍ ବୃଦ୍ଧି ଓ କଳାବଜାରୀ ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କୁ ସମାଜବାଦୀ ପାର୍ଟିର ଚିଠି

ଭୁବନେଶ୍ୱର : ଦୁଇ ସପ୍ତାହର ଲକଡ଼ାଉନ ଓ ବଙ୍ଗୋପ ସାଗରରେ ଏକ ବାତ୍ୟାର ଗୁଜବ ଯୋଗୁ ସାଧାରଣ ଲୋକ ଛାନିଆ ହୋଇ ଅନେକ ଜାଗାରେ ଜିନିଷ ପତ୍ର କିଣିବାରେ ଲାଗିଛନ୍ତି । ସାଧାରଣ ଲୋକ ଛାନିଆରେ ବଜାରରୁ ଆଳୁ, ପିଆଜି, ଚାଉଳ, ଡ଼ାଲି, ତେଲ ଓ ପନିପରିବା ସବୁ କିଣି ମହଜୁଦ କରିବା ପାଇଁ ବ୍ୟତିବ୍ୟସ୍ତ…

ଆସନ୍ତାକାଲିଠୁ ସାରା ରାଜ୍ୟରେ ଲକ୍ ଡାଉନ୍‌

- ସକାଳ ୬ରୁ ୧୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ -ଜାରି ରହିବ ଟିକାକରଣ ଭୁବନେଶ୍ୱର : କୋଭିଡ ସଂକ୍ରମଣ ଲଗାତାର ବଢୁଥିବାରୁ ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ୧୪ ଦିନିଆ ଲକ୍ ଡାଉନ୍ । ମେ ୧୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିବ । ଏହି ସମୟ ମଧ୍ୟରେ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୫୭,୨୨୯ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୫୭,୨୨୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩,୪୪୯ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୦୨,୮୨,୮୩୩ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…