Browsing Category

ରାଜ୍ୟ

ଜିନ୍ଦଲ ଇଣ୍ଡିଆ ଖଟାଇବ ୧୫ହଜାର କୋଟି : ଢେଙ୍କାନାଳରେ ବସାଇବ ଇସ୍ପାତ କାରଖାନା

ଭୁବନେଶ୍ୱର, : ବିସି ଜିନ୍ଦଲ ଗ୍ରୁପ୍ର ସଂସ୍ଥା ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ଓଡ଼ିଶା ପାଇଁ ବୃହତ୍ ଯୋଜନା ରଖିଛି । କମ୍ପାନୀ ୨୦୩୦ ସୁଦ୍ଧା ରାଜ୍ୟରେ ୧୫ହଜାର କୋଟି ଟଙ୍କା ନିବେଶ କରିବାକୁ ଚାହୁଛି । କମ୍ପାନୀର ସହାୟକ ସଂସ୍ଥା ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍‌ ଟେକ୍ ଲିମିଟେଡ୍ ଓଡ଼ିଶାରେ ୩୬୦୦ କୋଟି…

ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ପାଣି: ଧୀରେଧୀରେ ବଢିବାରେ ଲାଗିଛି ଜଳସ୍ତର

ଭୁବନେଶ୍ୱର, : ବନ୍ୟାଜଳ ପହଞ୍ଚିବା ପରେ ମହାନଦୀର ଜଳସ୍ତର ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ମୁଣ୍ଡଳିଦେଇ ୮୭ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ମୁଣ୍ଡଳିରେ ପହଞ୍ଚିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଥିବା…

ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କଲେ ନେତାନ୍ୟାହୁ

ୱାଶିଂଟନ୍‌, : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି । ଏକଥା ସେ ସୋମବାର ଟ୍ରମ୍ପଙ୍କୁ ଅବଗତ ମଧ୍ୟ କରିଛନ୍ତି । ଏଥିସହ ହ୍ୱାଇଟ ହାଉସରେ ଚାଲିଥିବା ଇସ୍ରାଏଲ ଓ ଆମେରିକାର ବୈଠକରେ…

ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ, : ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ପର୍ବ । ନବଦିନ ଯାତ୍ରା ଶେଷ କରି ରତ୍ନବେଦୀକୁ ବିଜେ କରିଛନ୍ତି ଦରୁବିଗ୍ରହ । ପରମ୍ପରା ଅନୁଯାୟୀ ରଥ ଉପରେ ସୁନାବେଶ, ଅଧରପଣା ଭୋଗପରେ ମଙ୍ଗଳବାର ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ ହୋଇ ରତ୍ନସିଂହାସନରେ ଅଧିଷ୍ଠିତ ହେଇଥିଲେ…

ମନମୋହନ ସାମଲଙ୍କ ନେତୃତ୍ୱକୁ ମିଳୁଛି ଲୋକଙ୍କ ସମର୍ଥନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ଲଗାତାର ଦ୍ୱିତୀୟ ଥର ପାଇଁ ରାଜ୍ୟ ବିଜେପିର ସଭାପତି ହେଲେ ମନମୋହନ ସାମଲ । ଦଳୀୟ ନିର୍ବାଚନରେ ଅନ୍ୟ କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିନଥିବାରୁ ସେ ନିଦ୍ୱର୍ନ୍ଦ୍ୱ-ରେ ନିର୍ବାଚିତ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିର୍ବାଚିତ ରାଜ୍ୟ ବିଜେପି…

ଏବେ ଦାୟିତ୍ୱ ଛିଣ୍ଡି ନାହିଁ, ଦାୟିତ୍ୱ ବଢ଼ିଗଲା: ମନମୋହନ

ଭୁବନେଶ୍ୱର, : ବିଜେପି ସରକାର ୨୦୩୬ ମସିହା ଦେଖିବ, ୨୦୪୭ ମସିହା ବି ଦେଖିବ । ଲମ୍ବା ଇନିଙ୍ଗସ୍ ଖେଳିବ ବିଜେପି ସରକାର । ବିଜେପିରେ ଜଣେ ଚା’ ବିକାଳୀ ପ୍ରଧାନମନ୍ତ୍ରୀ ହୋଇପାରେ, ଜଣେ ଶିଶୁ ମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରେ । ସରକାର ଆସିବା ପୂର୍ବରୁ ଆମେ ଶୋଇବାନି କି କାହାକୁ…

୨୧୭ ଫେରାର ଅଭିଯୁକ୍ତଙ୍କ ଘରେ ଲଟାକା ଲଗା ପରେ ୧୬ ଜଣ ଆତ୍ମ ସମର୍ପଣ -ଗଞ୍ଜାମ ଏସ ପି

ଗଂଜାମ: ପୁଲିସ ଜିଲ୍ଲା ପକ୍ଷରୁ ବିଭିନ୍ନ ଥାନା ପକ୍ଷରୁ ଫେରାର ଅଭିଯୁକ୍ତ ଘରେ ଆଗରେ ନୋଟିସ ଲଗାଯାଇଥିଲା । ଗଞ୍ଜାମ ପୁଲିସ ଜିଲାର ବିଭିନ୍ନ ଥାନା ପକ୍ଷରୁ ୨୧୭ ଜଣଙ୍କ ଘରେ ଆଗରେ ନୋଟିସ ଲଗାଯାଇଥିଲା । ଏହିମାନେ ଫେରାର ରହୁଥିବାରୁ ବିଭିନ୍ନ କୋର୍ଟରେ ଚାଲିଥିବା ମାମଲାର ଅଗ୍ରଗତିରେ ବିଳମ୍ବ…

କୋରାପୁଟ ମେଡ଼ିକାଲ କଲେଜ ରେ ଭୁଲ ଇଂଜେକସନ ରେ ମୃତ୍ୟୁ ଘଟଣା, ବିଜେଡି ଦଳ ପକ୍ଷରୁ  ଆର୍ଥିକ ସହାୟତା ପ୍ରଦାନ

ଧର୍ମଗଡ : କୋରାପୁଟ ମେଡ଼ିକାଲ କଲେଜ ରେ ଜଣେ କାର୍ଯ୍ୟରତ ମେଡ଼ିକାଲ କର୍ମଚାରୀ ଙ୍କ ଭୁଲ ଇଂଜେକସନ ଲଗାଇବା ଯୋଗୁଁ ୬ ଜଣ ରୋଗୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣା ରେ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗ୍ରାମ ର ଜଣେ ଚିକତ୍ସାଧିନ ରୋଗୀ ଫୁଲମତି ମାଝୀ (୫୦) ଙ୍କ ମଧ୍ୟ ମୃତ୍ୟୁ…

ଆଷାଢ଼ କେନା ମଣ୍ଡେଇ ଯାତ୍ରା ପାଇଁ ଟେମରା ଗ୍ରାମବାସୀ ଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ଶୁକ୍ରବାର ଦିନ ଗ୍ରାମ ର ଆରାଧ୍ୟ ଦେବୀ ମା ବସ୍ତରେନ ମାଉଳି ଙ୍କ  ଆଷାଢ଼ କେନା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହେବ, ଏନେଇ ଆଜି ଟେମରା ଗ୍ରାମବାସୀ ପକ୍ଷରୁ ପୂଜା କମିଟି ର ସଭାପତି…

ରାହୁଲ୍ ଗାନ୍ଧୀ ଙ୍କ ଆସନ୍ତା ୧୧:୦୭:୨୫ ଓଡ଼ିଶା ଗସ୍ତ ନିମନ୍ତେ ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ବ ) ଷ୍ଟିୟରିଂ କମିଟି…

ବ୍ରହ୍ମପୁର : ଆସନ୍ତା ଜୁଲାଇ ୧୧ ତାରିଖ ଭୁନେଶ୍ବରସ୍ଥିତ ବରମୁଣ୍ଡା ପଡ଼ିଆରେ ରାହୁଲ୍ ଗାନ୍ଧୀଙ୍କ ବିରାଟ ବଡ଼ ସମ୍ବିଧାନ ବଞ୍ଚାଅ ସାଧାରଣସଭା ଅନୁଷ୍ଠିତ ହେବାକୁ ଯାଉଛି | ଏହି ପରିପ୍ରେକ୍ଷିରେ ପିସିସି ପକ୍ଷରୁ ସାରା ରାଜ୍ୟରେ କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହ ଆଣିବାପାଇଁ ଓଡ଼ିଶାର ସାରା…