Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେନ୍ଦ୍ରର ଏପ୍ରିଲ୍ ଗାଇଡଲାଇନ୍ : ଆ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଏପ୍ରିଲ୍ ମାସ ପାଇଁ କୋଭିଡ୍ ଗାଇଡ୍ଲାଇନ୍ ଜାରି କଲେ କେନ୍ଦ୍ର ସରକାର । ଏପ୍ରିଲ୍ ମାସ ପାଇଁ ଜାରି ହୋଇଥିବା ଗାଇଡ୍ଲାଇନରେ ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍ ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁଠି ଆରଟିିସିଆର୍ ବେଶୀ ହେଉନି, ସେସବୁ ସ୍ଥାନରେ ଆରଟିିସିଆର ଟେଷ୍ଟ ବଢ଼ାଇବା ସହିତ ନୂଆ…
ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ…
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ସଞ୍ଚାର ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଡିଜିଟାଲ ମାଧ୍ୟମରେ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ କଟକସ୍ଥିତ…
ଗ୍ଵାଲିୟର ସଡକ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଗ୍ଵାଲିୟରଠାରେ ଘଟିଥିବା ଦୁର୍ଭାଗ୍ୟଜନକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା…
ଗାନ୍ଧୀମୟ ଓଡ଼ିଶା : ସମ୍ବିଧାନରେ ସ୍ଥାନ ପାଉ ଅହିଂସା
କଟକ :ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି । ଏହି ଉପଲକ୍ଷେ ଆଜିବିଧାନସଭାରେ ସ୍ୱତନ୍ତ୍ର ଆଲୋଚନାହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣରେ କହିଛନ୍ତି ଜାତିରପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶାର ଏକ ବିଶେଷ ସ୍ଥାନ ଥିଲା । ଗାନ୍ଧିଜୀ ଓଡ଼ିଶାର ଅନେକ…
ଚେତାଇଲେ ମୁଖ୍ୟମନ୍ତ୍ରୀ: ସତର୍କ ନହେଲେ ବିଦ ନିଶ୍ଚିତ, ଟେଷ୍ଟିଂ-ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ
-ସତର୍କତାମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ୱ
-ନିୟମ ଅନୁାଳନ କରିବାକୁ ଜିଲ୍ଲାପାଳ-ଏସ୍ିଙ୍କୁ ନିର୍ଦ୍ଦେଶ
-ପ୍ରତିଦିନ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ
-ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବାଧ୍ୟତାମୂଳକ
ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ…
ପରୀ ହତ୍ୟା ମାମଲା : ଅଭିଯୁକ୍ତ ନାବାଳକର ଜାମିନ୍ ଆବେଦନ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ
ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ଜାମିନ୍ ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ନୟାଗଡ଼ ଚିଲଡ଼୍ରେନ୍ସ କୋର୍ଟ । ମାମଲାର ଶୁଣାଣି ଶେଷ କରିବା ସହ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ପରବର୍ତି ସମୟରେ ଜାମିନ୍ ଆବେଦନ ଉପରେ ନିଜର ନିଷ୍ପତି…
ପାର୍କର ଭ୍ରମ ସୃଷ୍ଟି କରୁଛି ବିଦ୍ୟାଳୟ
ମାଲକାନଗିରି: ପାଠ ପଢା ପାଇଁ ସମସ୍ତେ ବିଦ୍ୟାଳୟ ଯାଇ ଶିକ୍ଷା ଗ୍ରହଣ କରିଥାନ୍ତି । କିନ୍ତୁ, ଆମେ ଏଠାରେ ଏମିତି ଏକ ବିଦ୍ୟାଳୟ କଥା କହୁଛୁ ଯାହାର ସାଜସଜ୍ଜା ଏକ ପାର୍କ ସଦୃଶ୍ୟ । ଯେଉଁଠି ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନ କରିବା ସହ ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ସେଠାକୁ ଯାଇ ନିଜର ଅବସର…
ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ପାଇଁ ବିଧାନସଭାରେ ପ୍ରସ୍ତାବ ଆଣିଲେ…
ଭୁବନେଶ୍ୱର: ମେଡିକାଲ ଓ ଇଂଜିନିୟରିଂ କଲେଜରେ ସରକାରୀ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଏ ସଂପର୍କରେ ଆବଶ୍ୟକ ସୁପାରିଶ କରିବା ପାଇଁ ଓଡିଶା ହାଇକୋର୍ଟର…
ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ
ପୁରୀ: ପୁରୀ ଜିଲ୍ଲା ୧୧୦ ନଂ ପିପିଲି ବିଧାନସଭା ନିର୍ବାଚନମଣ୍ଡଳିରେ ଉପନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଏଥିପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଦାୟୀତ୍ୱରେ ରହିଛନ୍ତି । ସେଥିପାଇଁ ଏଡିଏମଙ୍କ କାର୍ଯ୍ୟାଳୟ ପରିସରରେ…
ଓଡ଼ିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ
ମାଲକାନଗିରି: ଆଜିଠୁ (ମଙ୍ଗଳବାର) ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ହେବ । ମାର୍ଚ୍ଚ ୨୩ରୁ ୩୧ ଯାଏଁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ରାତି ୯ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ସେଠାକାର ଲୋକପ୍ରିୟ ପର୍ବ ବଡଯାତ୍ରାରେ…