Browsing Category

ରାଜ୍ୟ

ଭାରତରେ ମୋଟ ଟିକାକରଣ ୯୪ ଲକ୍ଷକୁ ଟପିଲା

ନୂଆଦିଲ୍ଲୀ:  ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ ପରେ ଏପର୍ଯ୍ୟନ୍ତ ବିଶ୍ୱରେ ଭାରତରେ ହିଁ ସବୁଠାରୁ ଅଧିକ କୋଭିଡ ଟିକାକରଣ ହୋଇଛି । ୨୦୨୧ ଫେବ୍ରୁଆରୀ ୧୮ ତାରିଖ ସକାଳ ୮ଟା ସୁଦ୍ଧା ଭାରତରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ) ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ) ମାନଙ୍କ ଟିକାକରଣ ୯୪ ଲକ୍ଷକୁ…

ଓମାନ ସୁଲତାନ ମହାମହିମ ସୁଲତାନ ହାଇଥାମ ବିନ ତାରିକଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀଙ୍କ ଟେଲିଫୋନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓମାନ ସୁଲତାନ ମହାମହିମ ସୁଲତାନ ହାଇଥାମ ବିନ ତାରିକଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । ଭାରତ ଓମାନକୁ ଯୋଗାଇଥିବା କୋଭିଡ-୧୯ ଟୀକା ପାଇଁ ମହାମହିମ ସୁଲତାନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଘନିଷ୍ଠ…

ଆଜି ପ୍ରଧାନମନ୍ତ୍ରୀ କେରଳରେ ଶକ୍ତି ଏବଂ ସହରୀ କ୍ଷେତ୍ରର ପ୍ରମୁଖ ପ୍ରକଳ୍ପର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି  କେରଳରେ ଶକ୍ତି ଏବଂ ସହରୀ କ୍ଷେତ୍ରର ପ୍ରମୁଖ ପ୍ରକଳ୍ପଗୁଡିକର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ । ଏହି ଉତ୍ସବରେ କେରଳର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶକ୍ତି ଏବଂ ନୂତନ ଏବଂ ଅଣପାରମ୍ପରିକ…

କ୍ଷୁଦ୍ର ଜଳବିଦ୍ୟୁତ ଶକ୍ତି ପ୍ରକଳ୍ପର ଜନ ଶୁଣାଣି

ବୈପାରିଗୁଡା:  କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ପଞ୍ଚାୟତରେ ଥିବା ମେସର୍ସ ମିନାକ୍ଷୀ ଓଡ଼ିଶା ପାୱାର ପ୍ରାଇଭେଟ ଲିମିଟେଡ଼ ର ୨୫ ମେଗାୱାଟ କ୍ଷମତା ବିଶିଷ୍ଟ ସହୀଦ ଲକ୍ଷ୍ମଣ ନାୟକ କ୍ଷୁଦ୍ର ଜଳବିଦ୍ୟୁତ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଏକ ଜନ ଶୁଣାଣି…

ପେଟା ଘାଟିରେ ଓଲଟିଲା ଟ୍ରକ, ୨ ଆହତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ବୈପାରିଗୁଡା ଥାନା ପେଟା ଘାଟିରେ ଆଜି ଅପରାହ୍ନରେ ଏକ ଟ୍ରକ ଓଲଟି ଡ୍ରାଇଭର ଏବଂ ହେଲ୍ପର୍ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ବୈପାରିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ…

ମାଆକୁ ହାଣିଲା ମଦ୍ୟପ ପୁଅ

ବାଲେଶ୍ୱର:  ମଦ୍ୟପ ପୁଅର ଖଣ୍ଡା ଚୋଟରେ ମାର ମୃତ୍ୟୁ ଘଟିଛି । ଏଭଳି ଏକ ହତ୍ୟାକାଣ୍ଡ ଘଟିଯାଇଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ମୀରପୁର ଖଇରା ଗ୍ରାମରେ । ଗତକାଲି  ବିଳମ୍ବିତ ରାତିରେ ରଘୁନାଥ ଶିଅଳଙ୍କ ପୁଅ ଜଗବନ୍ଧୁ ମଦ ପିଇ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଘରେ ମା…

ମାହାଙ୍ଗାରେ ବିଜେପିର ସଦ୍ ଭାବନା ପଦଯାତ୍ରା

ନିଶ୍ଚିନ୍ତକୋଇଲି: ଆଜି ଭାରତୀୟ ଜନତା ପାର୍ଟି ମାହାଙ୍ଗା ପକ୍ଷରୁ ବିଜେପି ନେତା ସାରଦା ପ୍ରଧାନଙ୍କ ନେତୃତ୍ବରେ ଲୁଣା ଚିତ୍ରୋତ୍ପଳା ଦ୍ବୀପାଞ୍ଚଳରେ ଥିବା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ସଦ୍ ଭାବନା ପଦଯାତ୍ରା ଆରମ୍ଭ କରାଯାଇଛି । କଟକ ସଦର ନିର୍ବାଚନମଣ୍ଡଳୀର ନେମାଳ…

ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ୍ ତଳକୁ ଖସିଲା ଗୋରୁ ବୋଝେଇ କଂଟେନର: ୩୦ ଗୋରୁ ମୃତ, ୩ ଶ୍ରମିକଙ୍କ ମୃତ୍ୟୁ

ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥର ଗାନ୍ଧି ଛକ ନିଟକରେ ଆଜି ସକାଳେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫଳରେ ତିନି ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୩୦ ଗୋରୁ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ଗୋରୁ ବୋଝେଇ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୮୮୧ ନୂଆ ମାମଲା

ନୂଆଦିଲ୍ଲୀ:  ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୨,୮୮୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୦୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୫୦,୨୦୧ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ସ୍ୱାସ୍ଥ୍ୟ ବିଭାଗର କରୋନା ଯୋଦ୍ଧା ମାନଙ୍କୁ କୋଭିଡ୍-୧୯ ଟିକାକରଣର ଦ୍ଵିତୀୟ ଡୋଜ୍ ଟିକାକରଣର ପ୍ରଥମ ଦିନରେ ୬୯୬…

ପାରଳାଖେମୁଣ୍ଡି:  ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି  ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ  ଜିଲ୍ଲାର ୭ଟି ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ବୁଧବାର ଦିନ କୋଭିଡ୍ ଟିକାକରଣର ଦ୍ଵିତୀୟ ଡୋଜ୍ ଟିକାକରଣର ପ୍ରଥମ ଦିନରେ ମୋଟ ୬୯୬ ଜଣ ସ୍ୱାସ୍ଥ୍ୟ ବିଭାଗ…