Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୀମାରେ DRDO ଲ୍ୟାବ: ଲଓସି ଉପରେ ରହିବ କଡା ନଜର
ନୂଆଦିଲ୍ଲୀ : ସୀମାରେ ଗବେଷଣା ଜାରି ସହିତ ଲଓସି ଉପରେ କଡା ନଜର ରଖିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଠାରେ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ଥିବା ଦୁଇଟି ଲ୍ୟାବକୁ ମିଶାଇ ଏକ ବଡ ଲ୍ୟାବ କରାଯାଇଛି। ଏହି ଲ୍ୟାବ…
ରାଜଧାନୀବାସୀଙ୍କ ପାଇଁ ଆଜିଠୁ ସବୁ ରୁଟ୍ରେ ଗଡିଲା ମୋ ବସ୍.
ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ଆଉ ଏବେ ଯିବା ଆସିବା ପାଇଁ ହଇରାଣ ହରକତ ହେବେନି । ଅଧିକ ଭଡା କରି ଯିବାକୁ ମଧ୍ୟ କୌଣସି ଜାଗାକୁ ଯିବାକୁ ପଡିବନି । କାରଣ ମଙ୍ଗଳବାରଠୁ ସବୁ ରୁଟ୍ରେ ଗଡିଛି ‘ମୋ ବସ୍’ । ସୋମବାରଠୁ ପୂର୍ବ ଭଳି ମୋ ବସ୍ ଚଳାଚଳ ସ୍ୱାଭାବିକ ହେବ । ଏନେଇ କ୍ୟାପିଟାଲ…
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ଟପିଲା
ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୩୧ ହଜାର ୧୧୮ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୯୪ ଲକ୍ଷ ଟପିଯାଇଛି । ୪୮୨ ଜଣ ମୃତ୍ୟୁବରଣ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ…
ଆଜି ଆଲୋଚନା ପାଇଁ କୃଷକ ସଂଗଠନଗୁଡ଼ିକୁ ସରକାରଙ୍କ ଆମନ୍ତ୍ରଣ
ନୂଆଦିଲ୍ଲୀ / ଭାଟିଣ୍ଡା: ନୂତନ ଚାଷ ଆଇନ ବିରୁଦ୍ଧରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ସହ ବିବାଦକୁ ଭାଙ୍ଗିବା ପାଇଁ ଏକ ନୂତନ ପ୍ରୟାସରେ କେନ୍ଦ୍ର ମଙ୍ଗଳବାର ଦିନ ଆଲୋଚନା ପାଇଁ ଆମନ୍ତ୍ରଣ କରିଛି।କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ନିମନ୍ତ୍ରଣ ଏହି ଅସ୍ଥିରତାକୁ ଦୂର କରିବା ପାଇଁ…
ଡିସେମ୍ବର ଗାଇଡଲାଇନ
ବନ୍ଦ ରହିବ ସିନେମା ହଲ, କରୋନା କଟକଣା ସହ ଖୋଲିବ ମୁକ୍ତାକାଶ ରଙ୍ଗମଞ୍ଚ
ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ନୂଆ ଗାଇଡଲାଇନ୍ ଅନୁସାରେ କଣ୍ଟେନ୍ମେଣ୍ଟ ଜୋନ୍ ଅଂଚଳରେ ଲକ୍ଡାଉନ୍ ଜାରି…
ନିର୍ଦ୍ଦେଶକ ଆୟୁଷ ତିୱାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ
ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ “ବେଲ ବଟମ୍’ର ନିର୍ଦ୍ଦେଶକଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ । ନିର୍ଦ୍ଦେଶକ ଆୟୁଷ ତିୱାରୀ ଏବଂ ତାଙ୍କ ସାଙ୍ଗ ରାକେଶ ଶର୍ମାଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ଆସିଛି । ଏହି ଅଭିଯୋଗ ଆଣିଛନ୍ତି ଜଣେ ଅଭିନେତ୍ରୀ । ପୁଲିସ…
୭୧ ବର୍ଷର ରେକର୍ଡ ଭାଙ୍ଗିଲା
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଥଣ୍ଡାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ସ୍ଥିତି ଏପରି ହୋଇଛି ଯେ ନଭେମ୍ବର ମାସର ଥଣ୍ଡା ଗତ ୭୧ ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ନଭେମ୍ବର ମାସରେ ଦିଲ୍ଲୀର ହାରାହାରି ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀକୁ ଖସି ଆସିଛି ବୋଲି…
ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୁଞ୍ଜିସିଲ ଜଳପ୍ରପାତ
କୋରାପୁଟ - ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି କୋରାପୁଟ ସହର।ପ୍ରାକୃତିକ ପରିବେଶ ସହ ଦର୍ଶନୀୟ ସ୍ଥାନ ପର୍ଯ୍ୟଟକଙ୍କୁ ପ୍ରତିବର୍ଷ ଟାଣି ଆଣିଥାଏ। ସେଥି ମଧ୍ୟରୁ ପୁଞ୍ଜିସିଲ ହେଉଛି କୋରାପୁଟର ଅନ୍ୟତମ ସୌନ୍ଦର୍ଯ୍ୟ। ପ୍ରକୃତିରାଣୀର ଅପୂର୍ବ ଶୋଭା ଦେଖିବାକୁ କୋରାପୁଟ ଦଶମନ୍ତପୁର…
କୋଣାର୍କ ଉତ୍ସବ ପ୍ରସ୍ତୁତି ଶେଷ: ଅନୁଧ୍ୟାନ କଲେ ପର୍ଯ୍ୟଟନ ସଚିବ,ନିର୍ଦେଶକ ଓ ଜିଲ୍ଲାପାଳ
କୋଣାର୍କ : ପର୍ଯ୍ୟଟନ ବିଭାଗ ପକ୍ଷରୁ ମୁକ୍ତାକାଶ ରଂଗମଂଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଓ ଚନ୍ଦ୍ରଭାଗା ସ୍ୱର୍ଣାଭ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କୋଭିଡ ଗାଇଡଲାଇନ ଅନୁଯାୟୀ କୋଣାର୍କ ଉତ୍ସବ ଆରମ୍ବ ହେଉଛି । ଏଥି ନିମନ୍ତେ…