Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୁଷବନ୍ଧୁଙ୍କ ଆଗରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ୧୦ ଜଣଙ୍କୁ ବାନ୍ଧିଲା ପୋଲିସ
ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ପର୍ଯ୍ୟଟନସ୍ଥଳରେ ରବିବାର ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିବା ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇଛି। ବେଳାଭୂମି…
ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ସ୍ବାମୀର ଆତ୍ମହତ୍ୟା
ବ୍ରହ୍ମପୁର - ପାରିବାରିକ କଳହ ର କରୁଣ ପରିଣତି l ସ୍ତ୍ରୀ ଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ସ୍ୱାମୀର ଆତ୍ମହତ୍ୟା l ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କେ . ରାମଚନ୍ଦ୍ରପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l ପାରିବାରିକ କଳହ କୁ କେନ୍ଦ୍ରକରି କେ . ରାମଚନ୍ଦ୍ରପୁର ର ଏନ୍. ସୁବାଷ…
ଏମସିଏଲ ବାର୍ଷିକ ଖଣି ସୁରକ୍ଷା ପକ୍ଷ ୨୦୨୪- ୨୫ ତଥା ପୁରସ୍କାର ବିତରଣ ଉତ୍ସବ
ତାଳଚେର, : ଜିଲ୍ଲାର ତାଳଚେର ସ୍ଥିତ ମହାନଦୀ କୋଇଲା କ୍ଷେତ୍ର ଲିମିଟେଡ଼ ଓ ଭୁବନେଶ୍ୱର ଆଞ୍ଚଳିକ ଖଣି ସୁରକ୍ଷା ନିର୍ଦେଶାଳୟର ମିଳିତ ସହଯୋଗରେ ବାର୍ଷିକ ଖଣି ସୁରକ୍ଷା ପକ୍ଷ ୨୦୨୪-୨୫ର ପୁରସ୍କାର ବିତରଣ ଉତ୍ସବ ତାଳଚେର ସ୍ଥିତ ଲିଙ୍ଗରାଜ କ୍ଷେତ୍ର ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ…
ସରି ଆସୁଛି ଖରାଛୁଟି: ୨୦ରେ ଖୋଲିବ ସ୍କୁଲ
ଭୁବନେଶ୍ୱର, : ସରି ଆସୁଛି ଖରାଛୁଟି । ୫୮ଦିନ ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାକୁ ଯାଉଛି । ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ôଚବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ…
ପିଏମ୍ ମୋଦିଙ୍କୁ ମିଳିଲା ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ
ନୂଆଦିଲ୍ଲୀ, : ତିନି ଦେଶର ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ସାଇପ୍ରସରେ ପହଁଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କୁ ସାଇପ୍ରସ୍ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛନ୍ତି । ସାଇପ୍ରସର ରାଷ୍ଟ୍ରପତି ନିକୋସ୍ ଫ୍ରିଷ୍ଟୋଡୋଲିଡେସ୍ ମୋଦିଙ୍କୁ \"ଗ୍ରାଣ୍ଡ କ୍ରସ୍ ଅଫ୍ ଦ…
ମହାପ୍ରଭୁଙ୍କୁ ଲାଗି ହେଲା ଫୁଲୁରି ତେଲ
ପୁରୀ,: ସୋମବାର ମହାପ୍ରଭୁଙ୍କୁ ଲାଗି ହୋଇଛି ଫୁଲୁରି ତେଲ । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ଦାରୁବିଗ୍ରହ । ସେହିଦିନ ଠାରୁ ଅଣସର ଘରେ ଶ୍ରୀଜିଉଙ୍କ ଉପଶମ ଲାଗି ଚାଲିଛି ଉପଚାର । ଅନବସରର ପଞ୍ଚମୀ ତିଥିରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ…
ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ର ବାର୍ତ୍ତା ନେଇ ରେଙ୍ଗାଳପାଲି ପଞ୍ଚାୟତ ରେ ପହଞ୍ଚିଲା ବିକାଶ ବାହାନ ରଥ
ଧର୍ମଗଡ଼ : କେନ୍ଦ୍ର ବିଜେପି ସରକାର ଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ କୁ ୧ ବର୍ଷ ଶାସନ ପୂରଣ ହୋଇଥିବା ବେଳେ ଏହି ବର୍ଷେ ମଧ୍ୟରେ ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରଶାସନ ପକ୍ଷରୁ ୧ ବର୍ଷ ର ଉପଲବ୍ଧି ଓ ଲୋକାଭିମୁଖୀ ଯୋଜନା କୁ ଗାଁ…
ଆଶା କର୍ମି ଙ୍କୁ ଦୁଷ୍କର୍ମ ଉଦ୍ୟମ,ପୁଲିସ ର ଜିରୋ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ ରେ ପୁଲିସ ଓ ସିଏଚସି ଇନଚାର୍ଜ କୁ…
ଧର୍ମଗଡ଼ ; କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ କାର୍ଯ୍ୟରତ ଜୈନିକା ଆଶା କର୍ମି ଙ୍କୁ ଗତ ୨ ତାରିଖରେ କୋକସରା ସିଏଚସି ର ମହିଳା ଶୌଚାଳୟ ରେ ସିଏଚସି ରେ ସ୍ୱିପର ଥିବା ସୁଦର ନାଏକ କର୍ମଚାରୀ ଙ୍କ ପୁଅ କୁଶ ନାଏକ (ସାନ) ଜବରଦସ୍ତ ଶୌଚାଳୟ ରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ପିଡିତା…
ତେଣ୍ଡାପାଳି ପଞ୍ଚାୟତ ରେ ପହଞ୍ଚିଲା ବିକାଶ ବାହାନ ରଥ।
ଧର୍ମଗଡ଼ ; ରାଜ୍ୟରେ ବିଜେପି ସରକାର ଙ୍କ ଶାସନ କୁ ୧ ବର୍ଷ ପୂରଣ ହୋଇଥିବା ବେଳେ ଏହି ବର୍ଷେ ମଧ୍ୟରେ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ପ୍ରତି ବ୍ଲକ ଓ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟ ରେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ୧ ବର୍ଷ ର ଉପଲବ୍ଧି ଓ ଲୋକାଭିମୁଖୀ ଯୋଜନା କୁ ଗାଁ…
ଫାଦର୍ସ ଡେ\’ରେ ପିତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିଥିଲେ କପିଲ ଶର୍ମା
ମୁମ୍ବାଇ, : କମେଡି କିଙ୍ଗ୍ କପିଲ ଶର୍ମା ଆଜିକାଲି ତାଙ୍କ ଶୋ\' \"ଦ ଗ୍ରେଟ୍ ଇଣ୍ଡିଆନ କପିଲ ଶୋ\' ପାଇଁ ଚର୍ଚ୍ଚାରେ ଅଛନ୍ତି । କପିଲଙ୍କ ସହ ଜଡ଼ିତ ଏକ ଏମିତି କାହାଣୀ ରହିଛି ଯାହାକୁ ଶୁଣିଲେ ଭାବପ୍ରବଣ ହୋଇଯିବେ । କପିଲ ଶର୍ମା ଆଜି କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ । କିନ୍ତୁ ଏହି…