Browsing Category

ରାଜ୍ୟ

ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା

ସୁଇସାଇଡ୍‌ ନୋଟ୍‌ରେ ତଥ୍ୟ ବୁଲନ୍ଦଶହର: ଉତ୍ତରପ୍ରଦେଶ ବୁଲନ୍ଦଶହରରେ ଜଣେ ୧୯ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଅନୁପଶହର ଅଞ୍ଚଳରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍‌ ସୂଚନା ଦେଇଛି। ଆତ୍ମହତ୍ୟା ପାଇଁ ଯୁବତୀ ଜଣକ ୩ଜଣ ବ୍ୟକ୍ତିଙ୍କୁ ଦାୟୀ…

୨୧ଲିଟର ବିଦେଶୀ ମଦ ଜବତ,ଜଣେ ଗିରଫ 

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ପୋଲିସ ଦ୍ୱାରା ୨୧ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଥିବାର ଜଣାପଡିଛି । କାଶୀନଗର ଥାନା ସୂତ୍ରରୁ ପ୍ରକାଶ ଯେ,ଚୋରାରେ ବିକ୍ରି ଉଦ୍ଦେଶ୍ୟରେ ନିଆଯାଉଥିବାବେଳେ ୨୧ଲିଟର ବିଦେଶୀ ମଦ ଜବତ କରାଯାଇଛି । ଏହି କାରବାରରେ ପି.ଦିମେଶ୍ୱର ରାଓ ନାମକ ଜଣେ…

ମହେନ୍ଦ୍ରତନୟା ନଦୀ ତଟରୁ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମହନ୍ଦ୍ରେତନୟା ନଦୀ ତଟରୁ ଗଳିତ ଶବକୁ ଗତକାଲି ପୋଲିସ,ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଉଦ୍ଧାର କରାଯାଇଛି । ଚୋରା ବାଲି ଚାଲାଣର ଚରାଭୁମି ଥିବା ଏହି ଅଞ୍ଚଳରେ ଜଣେ ଆନ୍ଧ୍ର…

ଦେଓ ଓ ମଧ୍ୟମ ଜଳ ସେଚନ ପ୍ରକଳ୍ପର ୫ମ ଆର୍ପିଡିଏସସି ବୈଠକ

ବାରିପଦା,୧୭/୧୧: ମୟୂରଭଞ୍ଜ ଜିଲ୍ଲାର ପାଂଚପୀଢ କରଂଜିଆ ଉପଖଣ୍ଡ ଅନ୍ତର୍ଗତ ଦେଓ ମଧ୍ୟମ ଜଳ ସଚେନ ପ୍ରକଳ୍ପର ୫ମ ଆର୍ପିଡିଏସସି (ପୁର୍ନବାସ ଓ ଥଇଥାନ ତଥା ପାରିପାର୍ଶିକ ବିକାଶ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ ତା. ୧୬.୧୧.୨୦୨୦ ରିଖ ପୂର୍ବାହ୍ନରେ ବାରିପଦା ସ୍ଥିତ ପ୍ରୟାସ…

ଗାଁ ରେ ପିଇବା ପାଣିର ସମସ୍ୟା

କଲ୍ୟାଣ ସିଂହପୁର, ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ଶିକାରପାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣନଗର ଗ୍ରାମରେ ପିଇବା ପାଣି ର ସମସ୍ୟା ଦେଖିବାକୁ ମିଳିଛି। ଆଜିକୁ ୨୦ ଦିନ ହେବ ପାଣି ପାଇଁ ନାହିଁ ନଥିବା ହଇରାଣ ହୋଉଛନ୍ତି ଗ୍ରାମ ବାସୀ ! ପିଇବା ପାଣି ପାଇଁ ନିକଟରେ ଥିବା ଧରିତ୍ରୀ…

ସାଲେପୁର ହାଟ ମାର୍କେଟ ଗୃହର ବିପଦଜନକ ଅବସ୍ଥା, ମରାମତି ଦାବି

ସାଲେପୁର : ସାଲେପୁରରେ ରେଗୁଲେଟିଙ୍ଗ୍ମାର୍କେଟ ଅଧୀନରେ ଥିବା ସପ୍ତାହିକ ହାଟରେ ବ୍ୟବସାୟୀ,ଚାଷୀ ବାସିନ୍ଦା ପାଇଁ ଉଦିଷ୍ଟସ୍ଥାନ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହି ନିୟବିତ ବଜାର କମିଟି ଦ୍ୱାରା ଯେଉଁ ଠିକାଦାରଙ୍କୁ କାର୍ଯ୍ୟକରିବା ପାଇଁ ଦିଆ ଯାଇଥିଲା ସେ ଅତି ନି୧ ମାନର କାମ…

ମୋବାଇଲ ଫାଟି ବର୍ଷକର ଶିଶୁ କନ୍ୟା ଗୁରୁତର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୋବାଇଲ ଫାଟି ଯିବାରୁ ଜଣେ ୧ବର୍ଷର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି। ଆହତ ଶିଶୁକୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଉଥିବା…

ରାଜ୍ୟରେ ନୂଆ ଆକ୍ରାନ୍ତ ୭୪୯ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହଜାରେ ମଧ୍ୟରେ ସୀମିତ ରହୁଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୭୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୩୭, ସ୍ଥାନୀୟ ସଂକ୍ରମଣ ୩୧୨ ରହିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୯,୪୦୮ରେ ପହଞ୍ଚିଛି।…

ରାଜ୍ୟରେ ୨୪ ଘଣ୍ଟାରେ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟ

ଭୁବନେଶ୍ବର ୧୬।୧୧: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୭୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୪୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

ଗଜପତିରେ ବେଆଇନ ବାଣ ଗୋଦାମ ସିଲ୍, ଲକ୍ଷାଧିକ ଟଙ୍କାର ବାଣ ଜବତ

ପାରଳାଖେମୁଣ୍ଡି: ପ୍ରଶାସନର ବିନା ଅନୁମତିରେ ବେଆଇନ ଭାବେ ବାଣକାରବାର କରୁଥିବା ଅଭିଯୋଗରେ ପୋଲିସ ଓ ପ୍ରଶାସନ ମିଳିତ ଭାବେ ଗତକାଲି ରାତିରେ ଏକ ବେଆଇନ ବାଣ ଗୋଦାମକୁ ଚଢାଉ କରି ସିଲ୍ କରିଛନ୍ତି । ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଥିବା ସୂଚନା ମିଳିଛି । ପାରଳାଖେମୁଣ୍ଡି…