ନଭେମ୍ବର ୨୨ ପର୍ଯ୍ୟନ୍ତ ବଢ଼ିଲା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ରହଣି

190

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଆଜି ଦିଲ୍ଲୀର ରାଉଜ୍ ଆଭେନ୍ୟୁଅଦାଲତ “ଆପ୍’ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କହାଜତ ରହଣି ମିଆଦକୁ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।ଅବକାରୀ ନୀତିରେ ଦୁର୍ନୀତି କରାଯାଇଥିବା ଅଭିଯୋଗରେ “ସିବିଆଇ’ ଦ୍ୱାରାଗିରଫ ହୋଇ ସିସୋଦିଆ ଫେବ୍ରୁଆରି ୨୬ ତାରିଖରୁ ହାଜତରେ ଅଛନ୍ତି ।ଆର୍ଥିକ ଦୁର୍ନୀତି ହୋଇଛି ବୋଲି “ସିବିଆଇ’ର “ଏଫ୍ଆଇଆର’କୁ ଆଧାରକରି ତିହାର ଜେଲ୍ରେ ଜେରା କରିବା ପରେ ମାର୍ଚ୍ଚ ୯ ତାରିଖ ଦିନ “ପ୍ରବର୍ତ୍ତନନିଦେ୍ର୍ଦଶାଳୟ’ ମଧ୍ୟ ତାଙ୍କୁ ଗିରଫ କରିଥିଲା । ସୂଚନାଯୋଗ୍ୟ, ଫେବ୍ରୁଆରି୨୮ ତାରିଖ ଦିନସିସୋଦିଆ ଦିଲ୍ଲୀକ ୍ୟ । ବ ି େ ନ ଟ ୍ ର ୁଇ ସ୍ତ ଫ ।େ ଦ ଇ ଥ ô େ ଲ ।ମାମଲା ସୁପ୍ରିମ୍େ କ । ଟ ର୍ େ ରଅ । େ ଲ । ଚ ନ ।କରାଯିବା ପରେ ଦିଲ୍ଲୀ ଅଦାଲତ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଦିଲ୍ଲୀଅବକାରୀ ନୀତିରେ ଆଂଶିକ ପରିବର୍ତ୍ତନ ଲାଗି ଲାଞ୍ଚ କାରବାର ହୋଇଛି ବୋଲିସୁପ୍ରିମ୍ କୋର୍ଟଙ୍କୁ “ପ୍ରବର୍ତ୍ତନ ନିର୍ଦେଶାଳୟ’ କହି ଚିନ୍ତା ପ୍ରକଟ କରିଥିଲା ।

Leave A Reply

Your email address will not be published.