ସର୍ବକାଳୀନ ଶ୍ରେଷ୍ଠ-୫ କ୍ରିକେଟର୍ ବାଛିଲେ ଏବି ଡିଭିଲିୟସ

ନୂଆଦିଲ୍ଲୀ, : ପ୍ରତ୍ୟେକ କ୍ରିକେଟ ପ୍ରେମୀ ଏବି ଡିଭିଲିୟର୍ସ ଏବଂ ବିରାଟ କୋହଲିଙ୍କ ବନ୍ଧୁତା ବିଷୟରେ ଜାଣନ୍ତି । ଉଭୟ ଖେଳାଳି ପରସ୍ପରକୁ ବହୁତ ସମ୍ମାନ କରନ୍ତି ଏବଂ ଅନେକ ସମୟରେ ପରସ୍ପରର ପ୍ରଶଂସା କରିଛନ୍ତି । ନିକଟରେ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଡିଭିଲିୟର୍ସ ଶ୍ରେଷ୍ଠ-୫…

କମ୍ ବଜେଟ୍‌ର ତିନି ଫିଲ୍ମର କଲେକ୍ସନ ହଜାରେ କୋଟି

ମୁମ୍ବାଇ, : ଗତ ୧ ମାସ ଧରି, ସୈୟାରା, ମହାବତାର ନରସିଂହ ଏବଂ କନ୍ନଡ ଫିଲ୍ମ ସୁ ଫ୍ରମ୍ ସୋକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଏହି ତିନୋଟି ଫିଲ୍ମର ମୋଟ ବଜେଟ୍ ୧୦୦ କୋଟି ମଧ୍ୟ ନୁହେଁ, ଯେତେବେଳେ ସେମାନଙ୍କର ମୋଟ ରୋଜଗାର ୧୦୦୦ କୋଟି ପାଖାପାଖି ପହଞ୍ଚିଛି । ଆନିମେଟେଡ୍…

ପୁରୀ–ବାଙ୍ଗିରିପୋସି ଏକ୍ସପ୍ରେସରେ ନୂଆ ସୁବିଧା

ଭୁବନେଶ୍ୱର, : ପୂର୍ବତଟ ରେଳପଥ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରେନ ନଂ ୧୨୮୯୨/୧୨୮୯୧ ପୁରୀବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସରେ ଏକ ଅତିରିକ୍ତ ନନ୍‌-ଏସି ଚେୟାର କାର କୋଚ୍ ସ୍ଥାୟୀ ଭାବରେ ସଂଯୋଗ କରିବାକୁ ଘୋଷଣା କରିଛି । ସଂଶୋଧିତ ଟ୍ରେନ୍ କୋଚ୍‌…

ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର କରିବା ଆମର ଲକ୍ଷ୍ୟ

ଭୁବନେଶ୍ୱର,: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୩ତମ ପ୍ରତିଷ୍ଠା ଦିବସ ସୋମବାର ଜୟଦେବ ଭବନରେ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ଼ା. କୃଷ୍ଣଚନ୍ଦ୍ର…

ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି

ନୂଆଦିଲ୍ଲୀ,: ଶୁଳ୍କ ଲଗାଇ ଆମେରିକା ସୃଷ୍ଟି କରିଥିବା କ୍ଷତକୁ ବ୍ରିଟେନ ଜରିଆରେ ଭରଣା କରିବା ଉପରେ ଭାରତ ସରକାର ବିଚାର କରୁଛନ୍ତି । ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି । ଭାରତ ଓ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ…

ରୁଷ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚୀନର ତିଆନଜିନ୍ ଠାରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି । ଦୁଇ ନେତା ଆର୍ଥିକ, ବିତ୍ତୀୟ ଏବଂ ଶକ୍ତି କ୍ଷେତ୍ର ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ…

ୟୁରୋପୀୟ ରାଷ୍ଟ୍ର ଗୁଡିକ ସହିତ ସ୍ଥାୟୀ ସମ୍ପର୍କ ବୃଦ୍ଧି ଦିଗରେ ଓଡିଶା ସର୍ବଦା ପ୍ରସ୍ତୁତ

ଭୁବନେଶ୍ୱର, : ୨୦୦୦ ଏବଂ ୨୦୦୧ ବ୍ୟାଚର ଭାରତୀୟ ବୈଦେଶିକ ସେବା (ଆଇଏଫଏସ) ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଭେଟିଥିଲେ । ପ୍ରତିନିଧି ଦଳରେ ରୋମାନିଆରେ ଭାରତର ରାଷ୍ଟ୍ରଦୂତ ଡକ୍ଟର ମନୋଜ କୁମାର ମହାପାତ୍ର, ସ୍ଲୋଭେନିଆ ଗଣରାଜ୍ୟରେ ଭାରତର ରାଷ୍ଟ୍ରଦୂତ…

ପଞ୍ଚବିଂଶତମ ଏସସିଓ ଶିଖର ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚୀନର ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ର ମୁଖ୍ୟମାନଙ୍କ ପରିଷଦର ପଞ୍ଚବିଂଶତମ ବୈଠକରେ ଅଂଶଗ୍ରହଣ କରିଛନ୍ତି । ଏହି ଶିଖର ସମ୍ମିଳନୀରେ ଏସସିଓ ବିକାଶ ରଣନୀତି,…

ଧୁମ ଧାମ ରେ ଚାଲିଛି ଗଣେଶ ଙ୍କ ପୂଜାର୍ଚନା, ଆକର୍ଷଣ ସାଜିଛି 18ଫୁଟ ଗଣେଶ ମୂର୍ତ୍ତି

ବିଘ୍ନବିନାଶକ ଅଗ୍ରପୂଜ୍ୟ ଗଜାନନ ଙ୍କ ପୂଜା ପୁରପଲ୍ଲୀ ରେ ଧୁମ ଧାମ ରେ ପାଳିତ ହୋଇଛି| ବିଭିନ୍ନ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ସମେତ କ୍ଲବ, ଯୁବକ ସଂଘ ପକ୍ଷରୁ ପାଳନ କରାଯାଉଛି |ଶରତ ଋତୁ ରେ ପାର୍ବଣ ର ଆଦ୍ୟ ପର୍ବ ରେ ଉତ୍ସବ ମୁଖରିତ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ପର୍ଯ୍ୟନ୍ତ ଗଣନାଥ…

ବିଜେପି ରାଜ୍ୟସଭାପତି ମନମୋହନ ସାମଲଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

କେସିଙ୍ଗା,: ବିଜେପି ରାଜ୍ୟ ସଭାପତିଙ୍କ ନାମ ଘୋଷଣା ପରେ ପ୍ରଥମ ଥର କଳାହାଣ୍ଡି ଜିଲ୍ଲା ଗ୍ରସ୍ତରେ ମନମୋହନ ସାମଲ । କଳାହାଣ୍ଡିର ଦ୍ୱାର କୁହାଯାଉଥିବା କେସିଙ୍ଗା ଅମାଠ ଛକରୁ କେସିଙ୍ଗା ନଗର ଦେଇ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଛନ୍ତି ସଭାପତି । ସଭାପତି ଆସିବେ ବୋଲି ଚାରିଦିନ ଆଗରୁ…