ଇଫକୋ ପାରାଦୀପ ୟୁନିଟ କୁ “ଶ୍ରେଷ୍ଠ ମଦର ପ୍ଲାଣ୍ଟ ୨o୨୫” ପୁରସ୍କାର
ପାରାଦୀପ - ଭାରତୀୟ କୃଷକ ସାର ସମବାୟ ସଂଗଠନ (ଇଫକୋ) ପାରାଦୀପ ୟୁନିଟ କୁ ଓଡିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଓଏଏସଏମଇ) ଦ୍ୱାରା "ଶ୍ରେଷ୍ଠ ମଦର ପ୍ଲାଣ୍ଟ ୨o୨୫" ପୁରସ୍କାରରେ ସମ୍ମାନିତ କରାଯାଇଛି l ଅଗଷ୍ଟ ୧୨ ରେ ଓଏଏସଏମଇ ର ୪o ତମ ପ୍ରତିଷ୍ଠା ଦିବସ ଏବଂ ବାର୍ଷିକ ସମ୍ମିଳନୀ ୨୦୨୫ ପାଳନ…