ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା, ବବିତା ପାତ୍ର ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ଭୁବନେଶ୍ୱର, : ସୋଭନା ମହାନ୍ତି ରାଜ୍ୟର ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି । ମଙ୍ଗଳବାର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ୩ ବର୍ଷ ପର୍ଯ୍ୟନ୍ତ ବା ୬୫ ବର୍ଷ ବୟସ ପର୍ଯ୍ୟନ୍ତ, ଯେଉଁଟି ଆଗ ପଡ଼ିବ,…

ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, : ପ୍ରଚଣ୍ଡ ପ୍ରତିଭାଦୀପ୍ତ ଜ୍ଞାନପିପାସୁ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଛାତ୍ରଜୀବନରୁ ଜାତୀୟତାବାଦରେ ଉଦ୍‌ବୁଦ୍ଧ ହୋଇ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ । ସେ ତତ୍‌କାଳୀନ ସମାଜରେ ପ୍ରଚଳିତ ଏକାଧିକ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ । ସେ…

ଭାରତରେ ଦ୍ୱିତୀୟ ଶୋ\’ରୁମ୍ ଖୋଲିବ ଟେସଲା

ନୂଆଦିଲ୍ଲୀ,: ଆମେରିକୀୟ ଇଲେକ୍ଟ୍ରିକ୍ ଗାଡ଼ି ନିର୍ମାତା ଟେସଲା ମୁମ୍ବାଇରେ ପ୍ରଥମ ଶୋରୁମ ଖୋଲିବା ପରେ ଏବେ ଭାରତରେ ନିଜର ଦ୍ୱିତୀୟ ଶୋରୁମ ଦିଲ୍ଲୀର ଏରୋସିଟିରେ ଆସନ୍ତା ଅଗଷ୍ଟ ୧୧ ତାରିଖରେ ଉଦ୍‌ଘାଟନ କରିବାକୁ ଯାଉଛି । ଏହି ନୂଆ ଶୋରୁମ ଏରୋସିଟିର ପ୍ରେଷ୍ଟିଜିୟସ୍ ୱାର୍ଲ୍ଡମାର୍କ ୩…

ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଘର ପାଇଲା ନୁଆଁ ରୂପ

କେନ୍ଦୁଝର, : ମୁଖ୍ୟମନ୍ତ୍ରୀଙ୍କ ନିଜ ଗାଁ ରାଇକଳା ହୋଇ ଉଠିଥିଲା ଉତ୍ସବମୁଖର । ମୁଖ୍ୟମନ୍ତ୍ରୀଙ୍କର ଘର ପ୍ରତିଷ୍ଠା ପାଇଁ ଚାଲିଥିଲା ପୂଜାର୍ଚ୍ଚନା । ହେଲେ, ଏହା କୌଣସି ୩-୪ ମହଲା ବିଳାଶପୂର୍ଣ୍ଣ ଛାତ ଘର ନଥିଲା । ଗାଁରେ ଥିବାନିଜ ପୁରୁଣା, ଜରାଜୀର୍ଣ୍ଣ ଟାଇଲ୍ ଛପର ଘରକୁ ସଜାଡ଼ି ନୂଆ ରୂପ…

ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ, : ସର୍ବପ୍ରଥମେ, ମୁଁ ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ହାର୍ଦ୍ଦିକ ସ୍ୱାଗତ କରୁଛି । ଏହି ବର୍ଷ ଭାରତ ଏବଂ ଫିଲିପାଇନ୍ସ ସେମାନଙ୍କର କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ, ତାଙ୍କର ଗସ୍ତର ବିଶେଷ ଗୁରୁତ୍ୱ ରହିଛି…

ବନୀକରଣ କାର୍ଯ୍ୟକ୍ରମରେ ଫଳ, ପୁଷ୍ପ ପ୍ରଦାନକାରୀ ବୃକ୍ଷରୋପଣ କରାଯାଉ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନବସତି ଅଞ୍ଚଳରେ ଏପରି ଗଛ ଲଗାଇବା ଉଚିତ ଯାହା ଲୋକଙ୍କୁ ଫଳ, ପୁଷ୍ପ ପ୍ରଦାନ କରୁଥିବା ସହିତ ଛାୟା ପ୍ରଦାନ କରିପାରିବ । ତେବେ ଯାଇ ଲୋକମାନେ ଏସବୁ ବୃକ୍ଷର ଉପଯୁକ୍ତ ଯତ୍ନ ନେବେ । ସେହିଭଳି ପଥପାଶ୍ୱର୍ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲୋକମାନଙ୍କ…

‘ଅପରେସନ୍ ସିନ୍ଦୂର\’ ବାବଦରେ ବିତର୍କ ଦାବି ବିରୋଧୀଙ୍କ ବଡ଼ ଭୁଲ୍‌\’

ନୂଆଦିଲ୍ଲୀ, : ସଂସଦ ଭବନରେ ମଙ୍ଗଳବାର ବିଜେପି ନେତୃତ୍ୱାଧୀନ ଏନଡିଏ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି । ସଂସଦ ଭବନର ଅଡିଟୋରିୟମରେ ଆୟୋଜିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହା ସହିତ ‘ଅପରେସନ୍ ସିନ୍ଦୂର\' ଓ ‘ଅପରେସନ୍‌ ମହାଦେବ\'ର…

ଗିନିଜ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା(ପିପିସି) -୨୦୨୫ ଗୋଟିଏ ମାସରେ ସର୍ବାଧିକ ପଞ୍ଜୀକରଣ ପାଇଁ ଗିନିଜ୍‌ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ…

ସୁନା ମୂଲ୍ୟରେ ବଡ଼ ହ୍ରାସ, ରୂପା ମୂଲ୍ୟରେ ମଧ୍ୟ ସାମାନ୍ୟ ହ୍ରାସ

ନୂଆଦିଲ୍ଲୀ,: ଘରୋଇ ସୁନା ବଜାରରେ ଆଜି ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି । ସୁନା ଆଜି ୧,୪୫୦ ଟଙ୍କାରୁ ୧,୫୯୦ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ପୁଣି ଥରେ ଏକ ଲକ୍ଷ ଟଙ୍କାସ୍ତରରେ ହ୍ରାସ ପାଇଛି ।ତଥାପିଆଜି ରୂପା ମୂଲ୍ୟରେ ଆଜି ୧୦୦ ଟଙ୍କା ପ୍ରତି ଲୋଗ୍ରାମର ସାମାନ୍ୟ ହ୍ରାସ ରେକର୍ଡ…

ଭାରତରେ ଶୀଘ୍ର ଆରମ୍ଭ ହେବ ଷ୍ଟାରଲିଙ୍କ ସେବା

ନୂଆଦିଲ୍ଲୀ, : ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କକୁ ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ପ୍ରଦାନ ପାଇଁ ଲାଇସେନ୍ସ ମିଳିଛି । ଯାହା ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସଂଯୋଗୀକରଣରେ ନୂଆ ଅଧ୍ୟାୟ ଆରମ୍ଭ କରିବ । କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଘୋଷଣା…