ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ସାଂସଦ

ବରଗଡ଼, 29/7: ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଉ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । କେନ୍ଦ୍ରୀୟ ବିଦ୍ୟାଳୟ ଦେଶର ଏକ ଅଗ୍ରଣୀ…

ଅବ୍ୟବସ୍ଥାରେ ଟାଙ୍ଗଣକଣା ପ୍ରାଥମିକ ବିଦ୍ୟାଳୟ, ତିନି କୋଠରୀରେ ପାଣି ପଚପଚ

କଳାହାଣ୍ଡି, 29/7: ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଦିବାସୀ ଅଧୁଷିତ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଏହାର ଓଲଟା ଦେଖିବାକୁ ମିଳିଛି । ଅଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକ…

ଲଗାଣ ବର୍ଷା ପାଇଁ ୪ଟି ବ୍ଲକର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ମଙ୍ଗଳବାର ମଧ୍ୟରାତ୍ରରୁ ବର୍ଷା ଜାରି ରହିଛି । ବୁଧବାର ସକାଳ ୮ଟା ସୁଦ୍ଧା ଭଦ୍ରକ ଜିଲ୍ଲାରେ ୧୫୯ ମିମି ବର୍ଷା ରେକର୍ଡ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଲଗାଣ ବର୍ଷା ପାଇଁ ଭଦ୍ରକ ସହର ସହ ବିଭିନ୍ନ ବ୍ଲକ୍‌ରେ ବେହାଲ…

ଦିନକୁ ଦିନ ସହରରେ ଜବରଦଖଲକାରୀଙ୍କ ଦୌରାତ୍ମ୍ୟ ବଢ଼ିବଢ଼ି ଏକ ସତନ୍ତ୍ର ଟିମ୍ ଗଠନ ବିଏମ୍‌ସି

ବ୍ରହ୍ମପୁର, : ଆକ୍ସନମୁଡ୍‌କୁ ଓହ୍ଲାଇଛି ବିଏମ୍‌ସି । ଦିନକୁ ଦିନ ସହରରେ ଜବରଦଖଲକାରୀଙ୍କ ଦୌରାତ୍ମ୍ୟ ବଢ଼ିବଢ଼ି ଚାଲିଥିବା ବେଳେ ରାସ୍ତାଘାଟ ସଂକୀର୍ଣ୍ଣ ହେବାକୁ ଗଲାଣି। ବିଏମ୍‌ସି କମିସନର ଭାବେ ପ୍ରଥମେଶ ଅରବିନ୍ଦ ରାଜସିର୍କେ କାର୍ଯ୍ୟରେ ଯୋଗଦେବାର ପ୍ରଥମ ଦିନରୁ ହିଁ ଗୁରୁତ୍ବ ଦେଇ…

ଚୋରା ଆଗୁଆଣୀଗଣ୍ଡି ଵଲେରୋ ପିକଆପ ସହିତ 2 ଟି ସାଇକେଲ ଜବତ

ସୋରଡ଼ା :ବଡ଼ଗଡ଼ ବନାଞ୍ଚଳ ଆଜି ମଧର୍ଣ୍ଣ ପ୍ରୟା 1.00ଘଣ୍ଟା ସମୟ ରେ ଛପୁଲି ଗ୍ରାମ ରୁ 2 ଟି ସାଇକେଲ ସହ 4ଖଣ୍ଡ ଶାଗୁଆଣୀ ଗଣ୍ଡି ଜବତ କରିଛି ବଡ଼ଗଡ଼ ବନବିଭାଗ ଏବଂ bhor3.46 ସମୟ କେରୁଆଁଝୋଳି ଛକ ରୁ ରେ ଅନ୍ୟ ଏକ ଵଲେରୋମେକ୍ସ ପିକଆପ ମଧ୍ୟରୁ ଗମ୍ଭାରୀ କାଠ ଗଣ୍ଡି ଯାହାର ଆନୁମାନିକ…

ବ୍ରହ୍ମପୁର ବଡ଼ ମେଡିକାଲରେ ବଡ଼ ନିୟମ,

ବ୍ରହ୍ମପୁର--- ବ୍ରହ୍ମପୁର ବଡ଼ ମେଡିକାଲରେ ବଡ଼ ନିୟମ. ଏଣିକି ଏମ କେ ସି ଜି ଭିତରକୁ ଆମ୍ବୁଲାନ୍ସ ଇନକମିଙ୍ଗ ଫ୍ରି ହେଲେ ଆଉଟ ଗୋଇଙ୍ଗ ବ୍ଲକ. ଏମିତି କଡା ନିର୍ଦେଶନାମା ଜାରୀ କରିଛନ୍ତି ମେଡିକାଲ କତୃପକ୍ଷ. ଏହାକୁ ନେଇ ଏବେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି. ଆସନ୍ତୁ ନଜର…

ଜନ ସମ୍ପର୍କ ଯାତ୍ରା ରେ ଗାଁ ର ସମସ୍ୟା, ଲୋକଙ୍କ ସମସ୍ୟା ଶୁଣିଲେ ଧର୍ମଗଡ ବିଧାୟକ

ଧର୍ମଗଡ : ଲଘୁଚାପଜନିତ ଝିପି ଝିପି ବର୍ଷା ସତ୍ତ୍ୱେ ଓଡିଶା ର ଲୋକଙ୍କ ସରକାର ମୋହନ ସରକାର ରେ ଜଣେ କର୍ତବ୍ୟନିଷ୍ଠ ଓ ଜନ ସେବା ପାଇଁ ସମର୍ପିତ ମନୋଭାବ ନେଇ କାର୍ଯ୍ୟଶୈଳୀ ନିରନ୍ତର ଜାରି ରଖିଥିବା ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମଙ୍ଗଳବାର ସକାଳୁ ଝିପି ଝିପି ଲଗାଣ ବର୍ଷାରେ ନିଜ…

ଭଦ୍ରକ ଟାଉନ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଭଦ୍ରକ ନୂଆବଜ଼ାର ସ୍ଥିତ ଜିଲ୍ଲାମୁଖ୍ୟ ଚିକତ୍ସାଳୟକୁ ସିଟି ହସ୍ପିଟାଲ କରାଯାଉ ଦାବିରେ ଆଜି ଭଦ୍ରକ ଟାଉନ କଂଗ୍ରେସ କମିଟି ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାୟଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ll ବର୍ତମାନ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଟି ଗେଲପୁର ସ୍ଥିତ ନୂତନ…

ଭୂବନେଶ୍ୱର ବୋଲବମ ସଂଘର ନିଆର ସଚେତନତା ବାର୍ତ୍ତା

ହିଞ୍ଜିଳିକାଟୁ :୨୮/୦୭ ଚଳିତ ମାସର ତୃତୀୟ ସୋମବାରରେ ଗୁପ୍ତେଶ୍ବର ପୀଠରେ ଲକ୍ଷାଧିକ ଭକ୍ତଙ୍କ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି । ସାଧାରଣତଃ କାଉଡିଆ ଭକ୍ତମାନେ ନିଜ ନିଜର ମାନସିକ ପୂରଣ କରିବା ପାଇଁ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ଶୈବପୀଠରେ ଜଳାଭିଷେକ କରିଛନ୍ତି ।ସେହିଭଳି ଗଞ୍ଜାମ…

ଯୁବକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ

ଭଞ୍ଜନଗର,୨୯/୭ : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଇଲାକାରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିବା ଅଭିଯୋଗରେ ପୁଲିସ୍ ଭୂବନେଶ୍ବର ଭରତପୁର ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ସୋମବାର ଗିରଫ କରିଛି। ତାରସିଂ ଗ୍ରାମର ଯୁବରାଜ ନାୟକଙ୍କୁ ଅପହରଣ କରିଥିବା ନେଇ ତାଙ୍କ ପତ୍ନୀ ପ୍ରତିମା ନାଇକ ଗତ ୨୭…