ଗୋଲ୍ଡମ୍ୟାନ ସ୍ୟାଚ୍ ଆକଳନ : ୧୦ ବର୍ଷରେ ଭାରତର ଜିଡିପି ହେବ ୧୦ ଲକ୍ଷ କୋଟି ଡଲାର

ନୂଆଦିଲ୍ଲୀ, : ବିଶ୍ୱର ବଜାରର ଅନିଶ୍ଚିତତା ସ୍ଥିତିରେ ଭାରତ ଅଭିବୃଦ୍ଧି ଜାରି ରଖିବ । ଆର୍ଥିକ ସଂସ୍କାର ସହ ଅନ୍ୟ ସୁଚିନ୍ତିତ ପଦକ୍ଷେପ ଯୋଗୁ ଦେଶ ଆଗାମୀ ୧ ଦଶନ୍ଧିରେ ୧୦ ଲକ୍ଷ କୋଟି ଡଲାର ଅର୍ଥ ବ୍ୟବସ୍ଥା ପାଲଟିବ ବୋଲି ଗୋଲ୍ଡ ମ୍ୟାନ ସ୍ୟାଚ୍ ପକ୍ଷରୁ ଅନୁମାନ କରାଯାଇଛି । ଗୋଲ୍ଡମ୍ୟାନ…

ବିକାଶ ମେଳାରେ ବେଦାନ୍ତ ଆଲୁମିନିୟମ୍‌ର \”ପ୍ରୋଜେକ୍ଟ ସଖୀ\’

ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀଙ୍କ ନେତୃତ୍ୱରେଓଡ଼ିଶା ସରକାରଙ୍କ ପ୍ରଥମ ବାର୍ଷିକୀ ପାଳନଉପଲକ୍ଷେ ଆୟୋଜିତ ବିକାଶ ମେଳା୨୦୨୫ରେ ବେଦାନ୍ତ ଆଲୁମିନିୟମ୍‌ର ମହିଳା ସଶକ୍ତୀକରଣ ଅଭିଯାନ\"ପ୍ରୋଜେକ୍ଟ ସଖୀ\'ର ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତକରାଯାଇଥିଲା । କମ୍ପାନୀର ଷ୍ଟଲକୁକଳାହାଣ୍ଡି…

ବୟନ ଶିଳ୍ପରେ ୨୫୦୦ କୋଟି ନିବେଶ

ଭୁବନେଶ୍ୱର, : ପାରମ୍ପରିକ ଭାବେ ଖଣିଜ ଓ ଧାତବ ଶିଳ୍ପ ଲାଗି ପରିଚିତ ଓଡ଼ିଶା ଏବେ ଶିଳ୍ପାୟନରେ ବିବିଧତା ଆଣିବା ଉପରେ ଧ୍ୟାନ ଦେଉଛି । ତାହାର ଏକ ଅଂଶ ସ୍ୱରୂପ ରାଜ୍ୟକୁ ୨୦୩୦ ସୁଦ୍ଧା ପୂର୍ବ ଭାରତର ବୟନ ରାଜଧାନୀରେ ପରିଣତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ବୟନ କ୍ଷେତ୍ରରେ…

ବିଜେଡିର ସଚିବାଳୟ ଘେରାଉ ଉଦ୍ୟମ

ଭୁବନେଶ୍ୱର, : ବାଲେଶ୍ୱର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତିଜନିତ ମୃତ୍ୟୁ ପ୍ରତିବାଦରେ ବିଜେଡି ପକ୍ଷରୁ ବୁଧବାର \"ସଚିବାଳୟ ଘେରାଉ\' ଉଦ୍ୟମକୁ ପୋଲିସ ବିଫଳ କରିଛି । ବ୍ୟାରିକେଡ୍‌ ଭାଙ୍ଗିବା ପାଇଁ ପ୍ରୟାସବେଳେ ପୋଲିସ ସହ ମୁହାଁମୁହିଁ ଓ ଧସ୍ତାଧସ୍ତିବେଳେ ପୋଲିସର ପାଣିମାଡ଼, ଟିୟର…

୨୦୨୫-୨୬ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର, : ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାର ସୁଯୋଗ ଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୨୫ -୨୬ ଆର୍ôଥକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ଅଡିଟରିୟମରେ ଆୟୋଜିତ ଏକ ସାମ୍ବାଦିକ…

୨୧ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ, : ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶ । ପିଏମ୍ ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଓ ବିରୋଧ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ୨୧ ଜୁଲାଇରୁ ଆରମ୍ଭ ହୋଇ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ସରକାର ଚଳିତ ଏଥର ୮ଟି ନୂଆ ବିଲ୍ ଆଗତ କରିବାକୁ…

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍‌କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର, : ଭୁବନେଶ୍ୱର ମେଟ୍ରୋ ରେଳ ପ୍ରୋଜେକ୍ଟ ନିମନ୍ତେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ବୈଠକ ବୁଧବାର ଲୋକସେବା ଭବନ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏକ ସବ୍ କମିଟି ଗଠନ…

ପରଲୋକରେ ବଲିଉଡ ଅଭିନେତା ଧୀରଜ କୁମାର

ମୁମ୍ବାଇ, : ମନୋରଞ୍ଜନ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ପରଲୋକରେ ବଲିଉଡର ଜଣାଶୁଣା ଅଭିନେତା ତଥା ପ୍ରଯୋଜକ ଧୀରଜ କୁମାର । ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଗତ କିଛି ଦିନ ହେବ ‘ଏକ୍ୟୁଟ ନିମୋନିଆ\'ରେ ପୀଡ଼ିତ ଥିଲେ ବୋଲି ଜଣାଯାଇଛି । ସୋମବାର ତାଙ୍କୁ ମୁମ୍ବାଇର ଅନ୍ଧେରୀରେ…

୧୦୮ ଆମ୍ବୁଲାନ୍ସ କିଣିବା ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ

ଭୁବନେଶ୍ୱର, : ନୂଆ ୧୦୮ ଆମ୍ବୁଲାନ୍ସ କିଣିବା ପାଇଁ ସରିଲା ଟେଣ୍ଡର ପ୍ରକ୍ରିୟା । କାଗଜପତ୍ର ପାଇଁ ଲାଗିବ ଆଉ ଏକ ସପ୍ତାହ । ଟେଣ୍ଡର ସରିବାର ୬୦ ଦିନରେ ଆସିବ ୪୩୨ଟି ନୂଆ ଆମ୍ବୁଲାନ୍ସ । ଏମ୍ରି ଗ୍ରୀନ୍ ହେଲ୍‌ଥ ସର୍ଭିସ ସଂସ୍ଥା ୧୦୮ ଆମ୍ବୁଲାନ୍ସ ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ଏହି…

ଓଡ଼ିଶା ଦେଶର ତୃତୀୟ ଶସ୍ତା ବଜାର

ଭୁବନେଶ୍ୱର, : ଗତ ଜୁନ୍‌ ମାସରେ ରାଜ୍ୟରେ ଦରଦାମ୍ ସ୍ଥିତି ବେଶ୍‌ ନିୟନ୍ତ୍ରଣରେ ଥିଲା । ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ସବୁଆଡ଼େ ବଜାରରେ ଅପେକ୍ଷାକୃତ ଶସ୍ତାରେ ଜିନିଷ ଉପଲବ୍ଧ ହେଉଥିଲା । କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଖୁଚୁରା ମୁଦ୍ରାସ୍ଫୀତି…