୨୦୨୬ ଏପ୍ରିଲ ୧ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା

ନୂଆଦିଲ୍ଲୀ, : ବହୁପ୍ରତୀକ୍ଷିତ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବାର ତାରିଖ ଘୋଷଣା କରାଯାଇଛି । ଏଥର ଜନଗଣନା ଦୁଇଟି ପର୍ଯ୍ୟାୟରେ ହେବ । ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ମୁତାବକ, ଆସନ୍ତା ବର୍ଷ ଅର୍ଥାତ ୨୦୨୬ ଏପ୍ରିଲ ୧ରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ଲୋକଙ୍କଠାରୁ…

କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୧୦ ଜୀବନ

ହାଇଦ୍ରାବାଦ, : ସାଙ୍ଗାରେଡ୍ଡି ଜିଲ୍ଲାର ପାସମିଲାରାମ ଶିଳ୍ପାଞ୍ଚଳରେ ଥିବା ସିଗାଚି ରାସାୟନିକ ଶିଳ୍ପରେ ସୋମବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ପରେ ସେଠାରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଶ୍ରମିକ ଗୁରୁତର ଆହତ…

ଜୁଲାଇ ୨ରୁ ପାଞ୍ଚ ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ରୁ ୯ ଜୁଲାଇ ପର୍ଯ୍ୟନ୍ତ ପାଞ୍ଚ ଦେଶ ଗସ୍ତରେ ରହିବେ । ଏଥିରେ ଘାନା, ତିନିଦାଦ ଏବଂ ଟୋବୈଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମୀବିୟାର ଗସ୍ତରେ ସାମିଲ ହେବେ । ଏହି ସମୟରେ ସେ ବ୍ରାଜିଲରେ ୬-୭ ଜୁଲାଇକୁ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ…

ମନରେ ପଶୁଙ୍କ କଲ୍ୟାଣ ଭାବନାର ସହ କାର୍ଯ୍ୟ କର : ରାଷ୍ଟ୍ରପତି ମୁର୍ମୁ

ବରେଲି,: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଉତ୍ତର ପ୍ରଦେଶର ବରେଲୀରେ ଥିବା ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନର ସମାବର୍ତ୍ତନ ସମାରୋହରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପଦକ ଓ ଉପାଧି ଦେଇ ସମ୍ମାନିତ କରିଥିଲେ । ସମାବର୍ତ୍ତନ…

କୋଶଲା ମାଳୀ ପଟେଲ ସମାଜ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ସମାରୋହ ଉତ୍ସଵ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋଶଲା ମାଳୀ ପଟେଲ ସମାଜ ର ଏକ ସାଧାରଣ ସଭା ଧର୍ମଗଡ ବ୍ଲକ ତରାପୁର କୋଶଲା ମାଳୀ ସମାଜ ଭବନ ଠାରେ ସମାଜର ସଭାପତି ସମ୍ପତି ପଟେଲ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଲ୍ଲା କୋଶଲା ମାଳୀ ସମାଜ ସଭାପତି ପ୍ରମୋଦ କୁମାର…

ପୁରୀ ବେଳାଭୂମିରେ ଲାଇଫ ଗାର୍ଡମାନଙ୍କ ସେବାକୁ ସଲାମ କଲେ ଗୌତମ ଆଦାନୀ

ପୁରୀ, : ପୁରୀର ସମୁଦ୍ର ଏବଂ ଏହାର ବେଳାଭୂମି କେବଳ ପର୍ଯ୍ୟଟନ ପାଇଁ ନୁହେଁ, ବରଂ ପରମ୍ପରା ଏବଂ ସେବାର ଏକ ଉଦାହରଣ । ଏଠାରେ, ନୋଳିଆ ସମ୍ପ୍ରଦାୟର ଲୋକମାନେ ଗତ ଶହେ ବର୍ଷ ଧରି ସମୁଦ୍ରରେ ସ୍ନାନ କରିବାକୁ ଆସୁଥିବା ଲୋକଙ୍କ ଜୀବନ ରକ୍ଷା ପାଇଁ କାର୍ଯ୍ୟ କରିଆସୁଛନ୍ତି । ଆଦାନୀ ଗ୍ରୁପ…

ଦ୍ୱିତୀୟ ଥର ମାଆ ହେଲେ ଇଲିଆନା ଡି\’କ୍ରୁଜ୍‌

ମୁମ୍ବାଇ, : ପୁଣି ଥରେ ମାଆ ହୋଇଛନ୍ତି ଇଲିଆନା ଡି\'କ୍ରୁଜ୍ । ଅଭିନେତ୍ରୀ ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ଦ୍ୱିତୀୟ ଥର ପାଇଁ ମାଆ ହେବାର ଖୁସି ଖବର ଦେଇଛନ୍ତି । ଅଭିନେତ୍ରୀ ତାଙ୍କର ଦ୍ୱିତୀୟ ସନ୍ତାନର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଇଲିଆନା ଏକ ଶିଶୁପୁତ୍ରକୁ ଜନ୍ମ…

ଶେଫାଳିଙ୍କ ଅସମୟ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ସ୍ୱାମୀ ପରାଗ

ମୁମ୍ବାଇ, : ବଲିଉଡରେ \"କାଣ୍ଟା ଲଗା ଗାର୍ଲ\' ଭାବରେ ପ୍ରସିଦ୍ଧ ଶେଫାଳି ଜରିୱାଲାଙ୍କ ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଅଭିନେତ୍ରୀଙ୍କ ଶେଷକୃତ୍ୟ ମୁମ୍ବାଇରେ କରାଯାଇଥିଲା । ଯେଉଁଠାରେ ତାଙ୍କ ପରିବାର ବ୍ୟତୀତ ଅନେକ ଟିଭି ଷ୍ଟାର ଯୋଗ ଦେଇଥିଲେ । ଅଭିନେତ୍ରୀଙ୍କୁ ଶେଷ ବିଦାୟ ଦେବା ପରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୌତମ ଆଦାନୀ: ଓଡ଼ିଶାରେ ବନ୍ଦର ଭତ୍ତିକ ଶିଳ୍ପ ବିକାଶ ଉପରେ ଗୁରୁତ

ଭୁବନେଶ୍ୱର, : ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ରାଜ୍ୟର ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶେଷକରି ଶିଳ୍ପ…

ୟୁପିଆଇ କାରବାର ଫେଲ୍ ହେଲେ ତୁରନ୍ତ ଅର୍ଥ ଫେରସ୍ତ ପାଇବେ ଉପଭୋକ୍ତା

ନୂଆଦିଲ୍ଲୀ,: ଏଣିକି ୟୁପିଆଇ କାରବାର ଫେଲ ହେଲେ ଉପଭୋକ୍ତା ତୁରନ୍ତ ଟଙ୍କା ଫେରସ୍ତ ପାଇବେ । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ଜୁଲାଇ ୧୫ରୁ ଏକ ନୂତନ ନିୟମ ଲାଗୁ କରିବାକୁ ଯାଉଛି । ଏଡି ଅନୁଯାୟୀ, ଯଦି ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଏ କିନ୍ତୁ ପେମେଣ୍ଟ…