ବେଦାନ୍ତ ଆଲୁମିନିୟମ ଭାରତର ୫ଜି ଏବଂ ଭିତିଭୂମି ମଧ୍ୟରେ ଆଲୁମିନିୟମ ତାର ରଡ୍ ପାଇଁ ବଢୁଥିବା ଚାହିଦା ପୂରଣ କରିବାକୁ…

ଭୁବନେଶ୍ୱର,: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଘୋଷଣା କରିଛି ଯେ ଏହାର ୟୁନିଟ୍‌, ଭାରତ ଆଲୁମିନିୟମ କମ୍ପାନୀ (ବାଲକୋ) ଏହାର ଚଳିତ ମୋଟ ୧ ମେଟ୍ରିକ୍ ଟନ୍ ପ୍ରତିବର୍ଷ (ଏମଟିପିଏ) ସମ୍ପ୍ରସାରଣର ଅଂଶ ଭାବରେ ତାର ରଡ୍ ଉତ୍ପାଦନ କ୍ଷମତାକୁ ବିସ୍ତାର କରୁଛି ।…

୧ କୋଟିର କାର୍ କିଣିଲେ ଭାଇରାଲ ଗର୍ଲ ମୋନାଲିସା!

ନୂଆଦିଲ୍ଲୀ, : ମହାକୁମ୍ଭରେ ନିଜର ଆଖି ପାଇଁ ଇଣ୍ଟରନେଟ୍ ସେନସେସନ ପାଲଟିଥିଲେ ମୋନାଲିସା । ଲୋକପ୍ରିୟତା ଏତେ ବଢିଥିଲା ଯେ, ତାଙ୍କ ପାଖକୁ ଫିଲ୍ମ ଓ ମ୍ୟୁଜିକ୍ ଭିଡିଓର ଅଫର ଆସିବାକୁ ଲାଗିଲା । ଏବେ ତାଙ୍କର ଏକ ମ୍ୟୁଜିକ୍ ଭିଡିଓ ସାଦଗୀ\' ରିଲିଜ୍ ହୋଇଛି, ଯାହା ତାଙ୍କୁ ଆହୁରି ଲୋକପ୍ରିୟ…

ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇଲେ କନ୍ତିଆର ବାଳକ

ଯାଜପୁର, : ଦୁଇ ବର୍ଷର ବାଳକ ଉତ୍ତମ ଚମତ୍କାରୀ ପାଠ, ଅନର୍ଗଳ ଭାବେ କହି ନିଜ ନାମକୁ ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡସ୍‌ରେ କଲେ ଲିପିବଦ୍ଧ । ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ପଞ୍ଚାୟତ କନ୍ତିଆ ଗ୍ରାମର ବିକାଶ ରଞ୍ଜନ ପ୍ରଧାନ ଓ ରାଜଲକ୍ଷ୍ମୀ ଧଳଙ୍କ ପୁଅ । କସିତ ନିଜର ବିସ୍ମୟ କର ସ୍ମରଣ ଶକ୍ତିର…

ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍ ମ୍ୟାପ୍‌ ଘୋଷଣା କରିବେ ପ୍ରଧାନମନ୍ତ୍ରୀ : ମନମୋହନ ସାମଲ

ଭୁବନେଶ୍ୱର, : ଭାରତୀୟ ଜନତାପାର୍ଟି ନେତୃତ୍ୱାଧୀନ ସରକାର ଓଡିଶାରେ ୧ବର୍ଷ ଓ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରକୁ ୧୧ବର୍ଷ ପୂରଣ ହୋଇଛି । ଏହି ପରିପ୍ରେକ୍ଷୀରେ ଆମକୁ ମାର୍ଗ ଦର୍ଶନ ଦେବାକୁ ଆସନ୍ତା ଜୁନ ୨୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓଡିଶା…

ବିଷାକ୍ତ ପାଣିରୁ ବ୍ୟାପୁଛି ଡାଇରିଆ: ରିପୋର୍ଟ ଦେଲା କେନ୍ଦ୍ରୀୟ ଟିମ

ଭୁବନେଶ୍ୱର, : ବିଷାକ୍ତ ପାଣିରୁ ବ୍ୟାପୁଛି ଡାଇରିଆ । ରିପୋର୍ଟ ଦେଲା କେନ୍ଦ୍ରୀୟ ଟିମ୍ । ଫିଲ୍ଡ ଭିଜିଟ୍‌ ବେଳେ ପାଣିରୁ ଡାଇରିଆ ବ୍ୟାପୁଥିବା ନେଇ କେନ୍ଦ୍ରୀୟ ଟିମ୍ ଜାଣିବାକୁ ପାଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଯାଜପୁର ଜିଲ୍ଲାରେ ଡାଇରିଆ ସ୍ଥିତିକୁ ନେଇ ଲୋକସେବା…

କେଦାରନାଥ ଯାତ୍ରା କରୁଥିବା ତୀର୍ଥଯାତ୍ରୀ ଖାଇରେ ଖସି, ୨ ମୃତ

ନୂଆଦିଲ୍ଲୀ, : ଉତ୍ତରାଖଣ୍ଡର କେଦାରନାଥରେ ବଡ ଅଘଟଣ । କେଦାରନାଥ ଯାତ୍ରା କରୁଥିବା କିଛି ତୀର୍ଥଯାତ୍ରୀଙ୍କୁ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଛି । ଗୌରୀକୁଣ୍ଡ ଏବଂ ରାମବାଡ଼ା ମଧ୍ୟରେ ପଡ଼ୁଥିବା ଜଙ୍ଗଲ ଚଟ୍ଟିଠାରେ ପୋଲ୍ ନମ୍ବର ୧୫୩ ନିକଟରେ କିଛି ତୀର୍ଥଯାତ୍ରୀ ପାହାଡ଼ରୁ ଘାଇ ତଳକୁ ଖସି…

ଏସବିଆଇ: ପ୍ରିମିୟମ କାର୍ଡ ଉପରୁ ହଟାଇଲା ବିମାନ ଦୁର୍ଘଟଣା ଜନିତ ବୀମା ସୁରକ୍ଷା

ମୁମ୍ବାଇ,: ଏସବିଆଇ କ୍ରେଡିଟ୍ କାର୍ଡ ଧାରୀଙ୍କୁ ଝଟକା, ଜୁଲାଇ ୧୫ରୁ ମିଳିବ ନାହିଁ ବିମାନ ବୀମା ଟଙ୍କା । ଅନେକ ପ୍ରିମିୟମ କାର୍ଡ ଉପରୁ ହଟାଇଲା ବିମାନ ଦୁର୍ଘଟଣା ଜନିତ ବୀମା ସୁରକ୍ଷା । କାର୍ଡର ଏହି ପରିବର୍ତ୍ତନଗୁଡ଼ିକ ସିଧାସଳଖ ଲକ୍ଷ ଲକ୍ଷ କାର୍ଡଧାରୀଙ୍କୁ ପ୍ରଭାବିତ କରିବ । ଷ୍ଟେଟ୍…

ମୋଦି-କାର୍ନିଙ୍କ ମଧ୍ୟରେ ଐତିହାସିକ ଡିଲ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନୂତନ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ବୈଠକ କାନାଡାର କାନାନାସ୍କିସରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀରେ ହୋଇଥିଲା । ଏହି ସମୟରେ ଉଭୟ ନେତା ରାଜଧାନୀରେ ଉଚ୍ଚାୟୁକ୍ତଙ୍କ ପୁନରୁଦ୍ଧାର ଉପରେ ସହମତ…

ବର୍ଷାଜଳ ନିଷ୍କାସନ ସୁପରିଚାଳନା ପାଇଁ ନିର୍ଦ୍ଦେଶ କମିଶନରଙ୍କ ବାହାନା, ସାପୁଆ ନାଳ ପରିଦର୍ଶନ

ବ୍ରହ୍ମପୁର, : ବ୍ରହ୍ମପୁର ମହାନଗର ନିଗମର କମିଶନର ପି ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ବିଭିନ୍ନ ୱାର୍ଡର ଡ୍ରେନେଜ୍ ସମସ୍ୟା ଅନୁଧ୍ୟାନ କରିବା ସହ ବର୍ଷାଜଳ ନିଷ୍କାସନର ସୁପରିଚାଳନା ପାଇଁ ବାହାନା ଓ ସାପୁଆନାଳ ପରିଦର୍ଶନ କରିଛନ୍ତି । ବର୍ଷା ହେଲେ ବିଭିନ୍ନ ୱାର୍ଡର ଓ ମୁଖ୍ୟରାସ୍ତା ଜଳ…

କୋରାପୁଟରେ ପେନସନ ଅଦାଲତ,ଦୁଇ ଜିଲ୍ଲାରୁ ୮୧ ଜଣ ପେନସନଧାରୀ ପଞ୍ଜୀକୃତ ମିଳିତ ଜନ ଶୁଣାଣୀ ଆପତ୍ତି ଅଭିଯୋଗକୁ ନେଇ…

କୋରାପୁଟ....କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ କୋରାପୁଟ ସଦଭାବନା ସଭାଗୃହ ଠାରେ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପେନସନ ଅଭିଯୋଗ ନିର୍ଦ୍ଦେଶକ ତଥା ସାଧାରଣ ପ୍ରଶାସନର ସ୍ବତନ୍ତ୍ର ସଚିବ ନିହାର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭରେ ପେନସନ ମଞ୍ଜୁରୀ ଅଧିକାରୀ ମାନଙ୍କୁ ନେଇ…