ବୈପାରିଗୁଡାରେ ୧୫୧ ବାଟାଲିୟନ ବିଏସଏଫ ପକ୍ଷରୁ ସାଇକଲ ରାଲିରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ରେ ଥିବା ୧୫୧ ବାଟାଲିୟନ ବିଏସଏଫ ଯବାନ ଙ୍କ ପକ୍ଷରୁ "ଫିଟ ଇଣ୍ଡିଆ ହିଟ ଇଣ୍ଡିଆ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ଠାରେ ଥିବା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ମୁଣ୍ଡାଗୁଡ଼ା ଛକ ପର୍ଯ୍ୟନ୍ତ ପ୍ରାୟ ୧୦…

ବର୍ତ୍ତମାନ ପୁଣି କୃଷକମାନଙ୍କ ସହ କଥାବାର୍ତ୍ତା ହେବ, ସରକାର ଅବରୋଧ ବନ୍ଦ କରିବାକୁ ସମସ୍ତ ସମ୍ଭାବ୍ୟ ବିକଳ୍ପ ଗ୍ରହଣ…

ନୂଆଦିଲ୍ଲୀ: କୃଷି ନିୟମ ଉପରେ ଅସନ୍ତୋଷ ଦୂର କରିବା ଦିଗରେ କିଛି ଅଗ୍ରଗତି ହୋଇଥିବା ଜଣାପଡିଛି | ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଆନ୍ଦୋଳନକାରୀ କୃଷକ ସଂଗଠନକୁ ଭେଟିବେ। କଥାବାର୍ତ୍ତା ପାଇଁ ଦ୍ୱାର ଖୋଲା ରଖିବା…

ବ୍ରିଟେନରେ କରୋନା ଭାଇରସର ନୂତନ ଲକ୍ଷଣ: ଅଧିକ ବିପଜ୍ଜନକ, ଅନେକ ସ୍ଥାନରେ ଲଗାଯାଇଛି ପ୍ରତିବନ୍ଧ

ଲଣ୍ଡନ: ବ୍ରିଟେନରେ କରୋନା ଭାଇରସର ନୂତନ ପ୍ରକାର ଲକ୍ଷଣ ପରେ ଅବସ୍ଥା ବିଗିଡି ଯାଉଛି। ଏହାକୁ ଦୃଷ୍ଟିରେ ରଖି ଲଣ୍ଡନ ସମେତ ଦକ୍ଷିଣ ଇଂଲଣ୍ଡରେ ପ୍ରତିବନ୍ଧକ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଶନିବାର ରାତିରେ ନିଆଯାଇଥିବା ଏହି ନିଷ୍ପତ୍ତି ଅନୁଯାୟୀ, ଯେଉଁଠାରେ ପ୍ରତିବନ୍ଧକ ବୃଦ୍ଧି…

ସ୍କାଏ କିଙ୍ଗ ଟଙ୍କା ଜାଲିଆତି ମାମଲା ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବ: ଡିସିପି

ଭୁବନେଶ୍ବର: ସ୍କାଏ କିଙ୍ଗ ଟଙ୍କା ଜାଲିଆତି ଘଟଣାରେ ୪ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ପଚରାଉଚରା କରିଛି କମିନରେଟ ପୁଲିସ। ଆଜି ରିମାଣ୍ଡର ଶେଷ ଦିନ।ରିମାଣ୍ଡ ସରିବା ପରେ ଆସନ୍ତାକାଲି ଆକାଶ ପାଠକଙ୍କୁ କୋର୍ଟରେ ହାଜର କରାଯିବ। ତେବେ ଖାରବେଳନଗର ଥାନାରେ ଯେଉଁ ମାମଲା ହୋଇଥିଲା, ସେ…

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁଦ୍ୱାର ରକାବଗଞ୍ଜରେ ପହଞ୍ଚି ଗୁରୁ ତେଗ ବାହାଦୂରକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳେ ଦିଲ୍ଲୀର ଗୁରୁଦ୍ୱାର ରକାବ ଗଞ୍ଜ ସାହେବଙ୍କୁ ଭେଟି ଗୁରୁ ତେଗ ବାହାଦୂରଙ୍କୁ ତାଙ୍କର ସର୍ବୋଚ୍ଚ ବଳିଦାନ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଧାର୍ଯ୍ୟ ହୋଇନଥିଲା। ମିଳିଥିବା ସୂଚନା…

ପଶ୍ଚିମବଙ୍ଗ ଅମିତ ଶାହାଙ୍କ ଗସ୍ତର ଦ୍ୱିତୀୟ ଦିନ ଆଜି ଅପରାହ୍ନରେ ରୋଡ୍ ସୋ

କୋଲକାତା: ପଶ୍ଚିମବଙ୍ଗରେ ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଶକ୍ତିଶାଳୀ ନେତା ଅମିତ ଶାହାଙ୍କ ଗସ୍ତର ଏହା ହେଉଛି ଦ୍ୱିତୀୟ ଦିନ। ତାଙ୍କର ଗସ୍ତର ଦ୍ୱିତୀୟ ଦିନରେ ଶାହ ବୀରଭୂମ ଜିଲ୍ଲାର ସାନ୍ତିନିକେତନସ୍ଥିତ ବିଶ୍ୱ ଭାରତ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ।…

କୋମଳ ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଳମିଶ୍ରୀ ପଞ୍ଚାୟତ ଦାମୋଦରପୁର ଗ୍ରାମର ପ୍ରଫୁଲ ନାୟକଙ୍କ ଝିଅର ପୁଅ ନାତି ତଥା ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଶଙ୍ଗପୁର ଗ୍ରାମ କଳନ୍ତିରା ଜୋରକୁଳ ଗ୍ରାମର ଗୌତମ ସ୍ଵାଇଁଙ୍କ 8 ବର୍ଷ ବୟସର ପୁଅ ଜନ୍ମରୁ ତାଙ୍କର ନାଭି ପାଖରେ…

ଦିବଙ୍ଗତ ସହକାରୀ ଶିକ୍ଷକ ତଥା କାରୋନ ଯୋଦ୍ଧା ସ୍ବର୍ଗତ ଅରୁଣ କୁମାର ଲେଙ୍କାଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ରାୟଗଡା:- କରୋନା ସମୟରେ ବିଭିନ୍ନ ବିଭାଗର କର୍ମଚାରୀ, ସାମ୍ବାଦିକ, ସମାଜସେବୀ ନିୟୋଜିତ ରହି କାରୋନାର ମୁକାବିଲା କରିବା ସହ ଜିଲ୍ଲାକୁ କାରୋନା ମୁକ୍ତ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ ଜାରି ରଖ୍ ଜିଲ୍ଲା ପ୍ରଶାସନକୁ ଏ ସଫଳ କରାଇଛନ୍ତି । ଡା:୧୮.୮.୨୦୨୦ ତାରିଖ ଦିନ କାରେନା କାର୍ଯ୍ୟରତ…

୬ ଦିନ ହେଲା ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ ନିଖୋଜ

ମାଲକାନଗିରି: ବର୍ତ୍ତମାନ ସାରା ରାଜ୍ୟରେ ଶିଶୁ ଅପହରଣ ଏବଂ ହତ୍ୟାକୁ ନେଇ ଆଲୋଡନ ସୃଷ୍ଟି ହୋଇଥିଲା ବେଳେ ଆଜି ମାଲକାନଗିରି ଜିଲ୍ଲାରେ ଜଣେ ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ ଆଜିକୁ ୬ ଦିନ ହେଲା ନିଖୋଜ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ କାଲିମେଳା ଥାନା…