ସେଲଫି ନେଲା ବେଳେ ଜଳିଗଲେ ଯୁବକ
ପାରଳାଖେମୁଣ୍ଡି: ସେଲଫି ହେଲା କାଳ: ଜଳିଗଲେ ଯୁବକ, ଜଳିଲା ଟ୍ରେନ୍। ଟ୍ରେନ ବଗିରେ ଚଢ଼ି ସେଲଫି ନେଲା ବେଳେ ଜଳିଗଲେ ଯୁବକ । ଯୁବକ ଜଳିଯିବା ସହ ଟ୍ରେନରେ ଗୋଟିଏ ବଗିରେ ନିଆଁ ଲାଗିଲା : କିଛି ଦିନ ହେଲା ଷ୍ଟେସନରେ ଛିଡା ହୋଇ ରହିଥିଲା ଟ୍ରେନ୍ । ତେବେ ଏପରି ଅଘଟଣ ଘଟିଛି ପାରଳଖେମୁଣ୍ଡିରେ…