ମାଟ୍ରିକ୍ ଓ +2 ପରୀକ୍ଷା ଅଫଲାଇନ୍‌ରେ ହେବ

ଭୁବନେଶ୍ୱର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଓ +2 ପରୀକ୍ଷା । ରାଜ୍ୟରେ ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍‌ରେ ହିଁ ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଫଲାଇନ୍‌ରେ ପରୀକ୍ଷା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇଛି। ସେହି ଆଧାରରେ ରାଜ୍ୟରେ ବି…

ସେବାୟତଙ୍କ ସହ କଥା ହେଲେ: ସମସ୍ୟା ବି ଶୁଣିଲେ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ସିଧାକଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାମ୍ର ଯୋଜନାର ଅଗ୍ରଗତି ସମୀକ୍ଷା ଲାଗି ଶ୍ରୀଲିଙ୍କରାଜ ମନ୍ଦିର ପରିଦର୍ଶନରେ ଆସିଥିବା ଅବସରରେ ସେବାୟତଙ୍କ ସହ ସାମ୍ନାସାମ୍ନି ସେ କଥା ହୋଇଥିଲେ । ସେବାୟତଙ୍କ ସମସ୍ୟା…

ଖୋଲୁଛି ପାଠକ‌ଙ୍କ ଗୁମର: ବାପା-ପୁଅଙ୍କୁ ଘନଘନ ପଚରାଉଚରା କରୁଛି ଭିଜିଲାନ୍ସ ଟିମ

କଟକ: କଟକ ଭିଜିଲାନ୍ସ ସେଲ୍‌ ଡ଼ିଭିଜନ ଅଫିସରେ ଅଭୟକାନ୍ତ ଓ ଆକାଶ ପାଠକ‌ଙ୍କୁ ଚାଲିଛି ଜେରା। ଜବତ କରାଯାଇଥିବା ଆକାଶଙ୍କ ଲାପ୍‌ଟପ୍‌, ମୋବାଇଲ ଓ ଟାଟା କମ୍ପାନି ଚାକିରି ବିଷୟରେ ପଚରାଉଚରା କରାଯାଉଥିବାବେଳେ ଅଭୟଙ୍କୁ ଅନ୍ୟ ଏକ କୋଠରୀରେ ସମସ୍ତ ସମ୍ପତ୍ତି ଓ ବିଭିନ୍ନ ଦିଗରେ ଉଭୟଙ୍କୁ…

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି

ନୂଆଦିଲ୍ଲୀ: ୟୁନାଇଟେଡ୍ କିଙ୍ଗସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆସନ୍ତା ମାସରେ ଇଣ୍ଡିଆସ୍ ରିପବ୍ଲିକ୍ ଡେ ପରେଡ ପାଇଁ ମୁଖ୍ୟ ଅତିଥି ହୋଇପାରନ୍ତି ବୋଲି ଜଣାପଡିଛି। ଉଭୟ ପକ୍ଷରୁ କୌଣସି ସରକାରୀ ନିଶ୍ଚିତତା ନଥିବାବେଳେ ଆସନ୍ତା ମାସ ଶେଷରେ ଜନସନଙ୍କ ଗସ୍ତ ପାଇଁ ଦୁଇ ଦେଶ କୂଟନୀତିକ ସ୍ତରରେ…

ଅନଲାଇନରେ ପାଠପଢାକୁ ଗୁରୁତ୍ୱ

ୟୁଟ୍ୟୁବ୍ ଦେଖି ପାଠ ପଢିବେ ଦଶମ ଛାତ୍ରଛାତ୍ରୀ କଟକ: ଏବେ ରାଜ୍ୟ ସରକାର ଆଉ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । କରୋନା ପାଇଁ ସ୍କୁଲ କେବେ ଖୋଲିବ ସେନେଇ କିଛି ନିଷ୍ପତ୍ତି ହୋଇନାହିଁ । ଅନଲାଇନରେ ପାଠପଢାକୁ ଗୁରୁତ୍ୱ ଦିଆଯାଉଛି । ୟୁଟ୍ୟୁବ୍‌ରେ ଭିଡିଓ ଦେଖି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ…

ଗାଡି ଚାଳକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଟଙ୍କା ଲୁଟୁଛି ଜାତୀୟ ରାଜପଥ ପ୍ରାଧିକରଣ

ବେଆଇନ ଭାବେ ପ୍ରତିଦିନ ଆଦାୟ ହେଉଛି ଲକ୍ଷାଧିକ ଟଙ୍କା ପୁରୀ: ଏହା ହେଉଛି ପୁରୀ ଭୁବନେଶ୍ୱରର ୩୧୬ ନଂ ଜାତୀୟ ରାଜପଥର ପିପିଲି ନିକଟରେ ଥିବା ଟୋଲଗେଟ୍ । ଗତ ୨୦୧୫ ମସିହା ଜୁଲାଇ ୭ ତାରିଖରେ ଏହି ଟୋଲ ପ୍ଲାଜାର ଶୁଭାରମ୍ଭ ହୋଇଥିଲା । ମାତ୍ର ୨୦୧୫ ଅକ୍ଟୋବର ୧୮ ତାରିଖରୁ ଏଠାରେ ଫି ଆଦାୟ…

ଆଉ ଏକ ବାତ୍ୟା ‘ବୁରେଭି’ ଆସୁଛି

ନୂଆଦିଲ୍ଲୀ : ଦକ୍ଷିଣରେ ବାତ୍ୟା ‘ନିଭାର’ ପରେ ଏବେ ‘ବୁରେଭି’ ଆତଙ୍କ ଖେଳାଇଛି। ବଙ୍ଗୋପସାଗରର ଦକ୍ଷିଣପଶ୍ଚିମ ଅଞ୍ଚଳ‌ରେ ସୃଷ୍ଟି ହୋଇଥିବା ବାତ୍ୟା ‘ବୁରେଭି’ ଆଜି ରାତି ସୁଦ୍ଧା ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ତାମିଲନାଡ଼ୁ…

ଆସନ୍ତା ସପ୍ତାହରୁ ବ୍ରିଟେନ୍‌, ରୁଷ୍‌ରେ ଟିକାକରଣ

ଲଣ୍ଡନ୍‌: ବିଶ୍ବରେ ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ୍‌ରେ ଆସନ୍ତା ସପ୍ତାହରୁ କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ଫାଇଜର୍‌ -ବାୟୋଏନ୍‌ଟେକ୍‌ ଟିକାର ବ୍ୟବହାରକୁ ବ୍ରିଟେନ୍‌ ସରକାର ଚୂଡ଼ାନ୍ତ ଅନୁମତି ପ୍ରଦାନ କରିବା ସହିତ ଗଣ ଟିକାକରଣ ପ୍ରକ୍ରିୟା ଆରମ୍ଭ ପାଇଁ ମଧ୍ୟ ମଂଜୁରି ଦେଇଛନ୍ତି।…

ଦେଶରେ ୨୪ ଘଣ୍ଟାରେ ୩୫, ୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ହସ୍ତଗତ ହୋଇଛି। ଦିନକ ମଧ୍ୟରେ ଦେଶରେ ପୁଣି ୩୫,୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୩୪ ହଜାର ୯୬୫ରେ ପହଞ୍ଚିଛି। ସ୍ବାସ୍ଥ୍ୟ ପରିବାର କଲ୍ୟାଣ…

ସରକାରଙ୍କ ବଡ଼ ଘୋଷଣା : ସବୁ ଜରୁରୀ ସହାୟତା ପାଇଁ ଏଣିକି ଡାଏଲ କରିବେ ‘୧୧୨’

ଭୁବନେଶ୍ୱର : ଜନସାଧାରଣଙ୍କ ସୁବିଧା ତଥା ତ୍ୱରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବଡ ନିଷ୍ପତି ନିଆଯାଇଛି। ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ୧୧୨ରେ ପରିଣତ କରାଯାଇଛି । ପୋଲିସ ଆମ୍ବୁଲାନ୍ସ, ଦମକଳ…