ଲସ୍ ଆଞ୍ଜେଲିସ୍ ଫ୍ରାଞ୍ଚାଇଜ୍ ର ମାଲିକ ହେଲେ ଶାହାରୁଖ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟ ର ଲିଗ୍ (ଆଇପିଏଲ୍) ଏବଂ କାରାବିଆନ୍ ପ୍ରିମିୟର ଲିଗ୍ (ସିପିଏଲ୍) ପରେ କିଙ୍ଗ୍ ଖାନ୍ ଶାହାରୁଖ୍ ଆମେରିକାର ଟି-୨୦ ଲିଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏକ ରିପୋର୍ଟ ଅନୁଯାୟୀ, କୋଲକାତା ନାଇଟ୍ ରାଇଡର୍ସ (କେକେଆ)ର୍ ଏବଂ ତ୍ରିନିଦାଦ୍ ଏବଂ ଟବାଗୋ…

ଚନ୍ଦା କୋଚରଙ୍କୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଚନ୍ଦା କୋଚରଙ୍କୁ ସୁପ୍ରିମକୋର୍ଟରୁ ଆଉ ଏକ ଝଟକା ଲାଗିଛି । ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଚନ୍ଦା କୋଚରଙ୍କ ଆବେଦନ ଖାରଜ କରିଛନ୍ତି । ଚନ୍ଦା କୋଚର ବ୍ୟାଙ୍କରୁ ତାଙ୍କୁ ବରଖାସ୍ତ…

ଏଏସ୍ଆଇଙ୍କୁ କାନ ଧରି ଉଠ୍ ବସ୍ କରାଇଲେ ଗ୍ରାମବାସୀ

ପାଟନା: ବିହାର ସୁପୌଲକୁ ଏକ ଏମିତି ମାମଲା ସାମ୍ନାକୁ ଆସିଛି ଯାହା ଆଇନ ବ୍ୟବସ୍ଥାର କଳା କାରନାମାକୁ ଉଜାଗର କରିଛି । ଲଜ୍ଜାଜନକ ଏହି ଘଟଣାରେ ଆଇନର ରକ୍ଷକ ଅଏସ କରୁଥିବାବେଳେ ଧରାପଡ଼ିଛନ୍ତି । ଧରାପଡ଼ିବା ପରେ ଲୋକଙ୍କ ଠାରୁ ମାଡ ମଧ୍ୟ ଖାଇଛନ୍ତି । ମାଡ ମାରିବା ସହ ଲୋକେ ତାଙ୍କୁ ଉଠ୍ ବସ୍…

କୋଲକାତା ଏୟାରପୋର୍ଟରେ ମହୁମାଛିଙ୍କ ଆକ୍ରମଣ

କୋଲକାତା: କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏମିତି ଘଟଣା ଘଟିଛି ଯାହା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି । କୋଲକାତା ବିମାନ ବନ୍ଦରରେ ମହୁମାଛିଙ୍କ ଦଳ ବିମାନର ଝରକାକୁ ଘେରି ଯାଇଥିଲେ । ସେଠାରେ ଉପସ୍ଥିତ କୌଣସି ବ୍ୟକ୍ତି ଏହାର…

ବିଷ ପବନ ଆହାର କରୁଛନ୍ତି ଦିଲ୍ଲୀବାସୀ

ନୂଆଦିଲ୍ଲୀ: ବିଷ ପବନ ଆହାର କରୁଛନ୍ତି ଦିଲ୍ଲୀବାସୀ । ଅର୍ଥାତ ରାଜଧାନୀ ଦିଲ୍ଲୀରେ ପୁଣିଥରେ ବଢିଛି ପ୍ରଦୂଷଣର ମାତ୍ରା । ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବହୁତ ଖରାପ ସ୍ଥିତିରେ ପହଞ୍ଚିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ତାପମାତ୍ରାରେ ହ୍ରାସ ଓ ପବନର ଗତି ମନ୍ଥର ହେବା…

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ଜିଏସ୍ଟି ରାଜସ୍ୱ ୧ ଲକ୍ଷ କୋଟି ମାର୍କ ଅତିକ୍ରମ କରିଛି

ନୂଆଦିଲ୍ଲୀ: ନଭେମ୍ବରରେ ଦ୍ୱିତୀୟ ସିଧା ମାସ ପାଇଁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍ଟି) ସଂଗ୍ରହ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ବୋଲି ଅର୍ଥ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଏକ ସରକାରୀ ବିଜ୍ଞପ୍ତିରେ କହିଛି। ନଭେମ୍ବରରେ ଜିଏସ୍ଟି ସଂଗ୍ରହ ୧,୦୪,୯୬୩ କୋଟି ଟଙ୍କା ଥିଲା, ଯାହା ଗତ…

ରାଜନୀତି ମଇଦାନକୁ ଓହ୍ଲାଇବେ ରଜନୀ!

ଚେନ୍ନାଇ: ନିଜର ରାଜନୀତିକ ଏଣ୍ଟ୍ରିକୁ ନେଇ ଏବେ ବି ସସପେନ୍ସ ଜାରି ରଖିଛନ୍ତି ସୁପରଷ୍ଟାର ରଜନୀକାନ୍ତ । କିନ୍ତୁ ସେ ଆଜି ତାଙ୍କର ରଜନୀ ମକ୍କଲ ମନଦ୍ରମ(ଆରଏମଏମ) କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବଭଳି ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରନ୍ତୁ ଓ ସେ ଖୁବଶୀଘ୍ର ବଡ଼ ଘୋଷଣା କରିବେ ବୋଲି…

ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଖାସ୍‌ କରି ଭାରତୀୟ ନୌସେନା ପାଇଁ ବିକଶିତ ହୋଇଥିବା ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ଆଜି(ମଙ୍ଗଳବାର)ଏକ ପରୀକ୍ଷଣ ସଫଳତା ପୂର୍ବକ ସଂପନ୍ନ ହୋଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଦିନ ବଙ୍ଗୋପସାଗରରେ ମଧ୍ୟରେ ଏକ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌…

ଭାରତୀୟ ସୁରକ୍ଷା ବାହିନୀ ପାକିସ୍ତାନ ଭିତରକୁ ୨୦୦ ମିଟର ଯାଇ ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ବ୍ୟବହୃତ ଟନେଲକୁ…

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ଅପରେସନରେ ଭାରତୀୟ ସୁରକ୍ଷା ବାହିନୀ ପାକିସ୍ତାନୀ ପାର୍ଶ୍ୱରେ ପ୍ରାୟ ୨୦୦ ମିଟର ଯାଇ ଏକ ଟନେଲ ଖୋଳିବା ପାଇଁ ଯାହା ସାହାଯ୍ୟରେ ଆତଙ୍କବାଦୀମାନେ ଭାରତୀୟ ଅଞ୍ଚଳ ଭିତରକୁ ପ୍ରବେଶ କରିଥିଲେ ବୋଲି ମଙ୍ଗଳବାର ଦିନ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି।…

ପିଅଲଜିଏ ସପ୍ତାହ ପୂର୍ବରୁ ମାଓବାଦୀ ଦେଖାଇଲେ ନିଜର ଜାହିର

ମାଲକାନଗିରି: ଛତିଶଗଡ଼ ସୀମାନ୍ତବର୍ତ୍ତୀ ବିଜାପୁରଠାରେ ମାଓବାଦୀମାନେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଛନ୍ତି । ପୋଲିସକୁ ଟାର୍ଗେଟ୍ କରି ମାଓବାଦୀମାନେ ଏହି କାଣ୍ଡ ଘଟାଇଥିବା ଜଣାଯାଇଛି । ମାଓବାଦୀମାନେ ବାସାଗୁଡ଼ା ନିକଟରେ ଏକ ମାଲବାହୀ ଗାଡ଼ିକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି । ଏହି…