ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୭୧ଏକର ଗଞ୍ଜେଇ ଚାଷ ନଷ୍ଟ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଏବଂ ପୋଲିସ ର ମିଳିତ ଉଦ୍ୟମ ରେ ନଷ୍ଟ କରାଗଲା ଗଂଜେଇ ଚାଷ। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମା ତହସିଲ ଅଧୀନରେ ଥିବା ମଜୁରଲେଣ୍ଡି ଓ ପରଜାପଦର ଗ୍ରାମର ଜଙ୍ଗଲ ର ୭୧ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ଖବର…

ଜାମୁ ଏବଂ କାଶ୍ମିରୀର ପୁଞ୍ଚରେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନରେ ବିଏସ୍ଏଫ୍ ଅଧିକାରୀ ନିହତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ଲୋସିରେ ପାକିସ୍ତାନୀ ସୈନ୍ୟଙ୍କ ଦ୍ୱାରା ଗୁଳି ଚଳାଇ ମଙ୍ଗଳବାର ଦିନ ସୀମା ସୁରକ୍ଷା ବଳର ଜଣେ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମେଣ୍ଡର ସେକ୍ଟରର ତାରକୁଣ୍ଡି ଅଞ୍ଚଳରେ ସୀମା ଆରପାରିରୁ ଗୁଳି ବିନିମୟ ଅପ୍ରାକୃତିକ ହୋଇଥିଲା। ଭାରତୀୟ…

ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୭୧ଏକର ଗଞ୍ଜେଇ ଚାଷ ନଷ୍ଟ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଏବଂ ପୋଲିସ ର ମିଳିତ ଉଦ୍ୟମ ରେ ନଷ୍ଟ କରାଗଲା ଗଂଜେଇ ଚାଷ। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମା ତହସିଲ ଅଧୀନରେ ଥିବା ମଜୁରଲେଣ୍ଡି ଓ ପରଜାପଦର ଗ୍ରାମର ଜଙ୍ଗଲ ର ୭୧ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ଖବର…

କୃଷକ ପ୍ରତିନିଧି ସରକାରଙ୍କ ସହ ଆଲୋଚନା ପାଇଁ ପହଞ୍ଚିଲେ ଦିଲ୍ଲୀର ବିଜ୍ଞାନ ଭବନରେ

ନୂଆଦିଲ୍ଲୀ: କୃଷି ଆଇନ ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା କରିବାକୁ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକର ପ୍ରତିନିଧିିମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ଆଉ କିଛି ସମୟପରେ ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଯାଉଛି ।କେନ୍ଦ୍ର…

ଅବହେଳିତ ଅବସ୍ଥାରେ ହନୁ ମଂଚେଶ୍ୱର ଶୈବପୀଠ

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ଲେଖନପୁର ଗ୍ରାମରେ ହନୁ ମଂଚେଶ୍ୱର ଶୈବପୀଠ ଅବସ୍ଥିତ। ଏହା ଏକ ପାହାଡ ପାଦ ଦେଶରେ ଅବସ୍ଥିତ। ଏହି ମନ୍ଦିର ପାଶ୍ୱର୍ ଦେଇ କୂଳୁକୂଳୁ ହୋଇ ବହିଯାଉଛି ପବିତ୍ର ବିରୂପା ନଦୀର ଜଳରାଶି। ଏହି ଛୋଟ ପାହଡରେ ସବୁଜ ତରୁଲାତା ବନାନୀ ମନ୍ଦିରର ଶୋଭାକୁ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ଲକଡାଉନ ସମୟରେ ଚାଟାର୍ଡ ଫ୍ଲାଇଟରେ ଗସ୍ତ ନେଇ ମୁହଁ ଖୋଲିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଯଦି କୋଭିଡ ସମୟରେ ସେ ଚାଟାର୍ଡ ଫ୍ଲାଇଟରେ ବୁଲିଥିଲେ ତେବେ ସରକାର ସେତେବେଳେ କାହିଁକି କହୁନଥିଲେ ଏବେ କାହିଁକି କହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଡିଜିସିଏ ଓ…

ରାଜ୍ୟରେ ୩୭୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ୨୪ ଘଣ୍ଟା ମଧ୍ୟରେ ୩୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୯୧୦୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ…

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଗୁରୁତର

ରାୟପୁର: ଛତିଶଗଡ଼ ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଠାରୁ ୨ କିଲୋମିଟର ଦୂର ରାଜକୋଟ ପାଖରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ଗୋଟିଏ ବୋଲେରୋ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭରଙ୍କ ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ନିକଟ ହସ୍ପିଟାଲରେ…

ଚୋରା ଚାଲାଣ ବଝୋଇ ଟ୍ରାକ୍ଟର ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ଥାନା ପୋଲିସ ଚୋରା ଚାଲାଣ କରୁଥିବା ଟ୍ରାକ୍ଟରକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ଟ୍ରାକ୍ଟର ନଂ ଓଡି ୨୦ ଏ ୯୭୫୫ ନମ୍ବର ଟ୍ରାକ୍ଟର ଯେଗେ ଜିରାଙ୍ଗ ସ୍ଥିତ ମହେନ୍ଦ୍ରତନୟା ନଦୀରୁ ଅବାସିଂ…