ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବଣ୍ଟନ କରାଯାଉଥିବା ମାଗଣା ରାସନ ସାମଗ୍ରୀ ଚଳିତ ମାସ ଠାରୁ ବନ୍ଦ ହେବ।
ଡୁମାଣୀ ଖବର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ଦିଆଯାଉଥିବା ରାସନ ସାମଗ୍ରୀ ଚଳିତ ମାସରୁ ବନ୍ଦ ହେବାକୁ ଯାଉଛି। ଲକ୍ଡାଉନ ଆରମ୍ଭରୁ ମୋଦି ସରକାର ଏହି ଯୋଜନାରେ ପାଖା ପାଖି ୮୧ କୋଟି ରାସନକାର୍ଡଧାରୀଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଆସୁଥିଲେ । ଏହି ଯୋଜନା ମୁ୍ଖ୍ୟତ…