ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର, : ବହୁ ଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ମଞ୍ଜୁରୀ ଦେଇଛନ୍ତି । ଏହି ଯୋଜନା ୨୦୨୫-୨୬ରୁ ୨୦୨୭- ୨୮ ମଧ୍ୟରେ କାର୍ଯ୍ୟକାରୀ ହେବ ଏବଂ ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା । ଜଳ ସମ୍ପଦ ବିକାଶ ବିଭାଗ ଦ୍ୱାରା ରାଜ୍ୟ…

ନିଜର ଦେହାନ୍ତ ଖବର ଶୁଣି ଚକିତ ହେଲେ କାଜଲ

ନୂଆଦିଲ୍ଲୀ,: ନିଜ ଦେହାନ୍ତ ଖବର ଶୁଣି ଚକିତ ହୋଇଛନ୍ତି "ସିଂଘମ୍' ଅଭିନେତ୍ରୀ କାଜଲ ଅଗ୍ରୱାଲ । ଅନେକ ସୋସିଆଲ ମିଡିଆ ରିପୋର୍ଟରେ ଦାବି ହେଲା, ଏକ ଦୁର୍ଘଟଣାରେ କାଜଲଙ୍କର ମୃତୁ୍ୟ ହୋଇଛି । ଏହାର ପ୍ରତିକ୍ରିୟା ଦେଇ କାଜଲ ସୁରକ୍ଷିତ ଓ ସୁସ୍ଥ ଥିବା ସ୍ପଷ୍ଟ କରିଛନ୍ତି । ଲୋକଙ୍କୁ ଏ ପ୍ରକାର…

ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଘଷିପୁରା, : ରାମଚନ୍ଦ୍ରପୁର ଥାନା ଜନାର୍ଦନପୁର ପାଟଣା ଗାଁ ନାଳ ନିକଟରୁ ମିଳିଲା ମହିଳାଙ୍କ ମୃତଦେହ । ମୃତା ମହିଳା ଗାଁର ବୁଲୁ ଦାସଙ୍କ ପତ୍ନୀ ସୁକାନ୍ତି ଗତ ୪ଦିନ ଧରି ନିଖୋଜ ଥିଲ । ନିଖୋଜନେଇ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ବୁଧବାର ଉଲଗ୍ନ ଅବସ୍ତାରେ ହାତଗୋଡ…

ମେଡିକାଲ୍ ଓ ବସଷ୍ଟାଣ୍ଡ ସମସ୍ୟାକୁ ନେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର

କୋରାପୁଟ,: କୋରାପୁଟ ଗସ୍ତରେ ଅଛନ୍ତି ରାଜ୍ୟପାଳ । କୋରାପୁଟରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ କୋରାପୁଟ ସଚେତନ ନାଗରିକ ତରଫରୁ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଚେତନ ନାଗରିକ ତରଫରୁ କୁହାଯାଇଛି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଳେଜ୍‌ରେ…

ପୂର୍ବତଟ ରେଳପଥର କର୍ମଚାରୀ ଅଂଶଗ୍ରହଣ ମଞ୍ଚ ବୈଠକ ଆୟୋଜିତ

ଭୁବନେଶ୍ୱର, : ପରିଚାଳନା କ୍ଷେତ୍ରରେ କର୍ମଚାରୀଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ପଦକ୍ଷେପର ଏକ ଅଂଶ ସ୍ୱରୂପ, ପୂର୍ବ ତଟ ରେଳପଥ ବୁଧବାର ଏହାର ମୁଖ୍ୟାଳୟ, ରେଳ ସଦନରେ ଏକ ପରିଚାଳନା କ୍ଷେତ୍ରରେ ରେଳ କର୍ମଚାରୀଙ୍କ ଅଂଶଗ୍ରହଣ ବୈଠକ ଆୟୋଜନ କରିଥିଲା । ବୈଠକରେ ସ୍ୱୀକୃତିପ୍ରାପ୍ତ…

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଠାରୁ କାଶୀ ବିଶ୍ୱନାଥ ଧାମକୁ ଯାତ୍ରା ମଙ୍ଗଳମୟ ହେଉ : ପ୍ରଭାତୀ ପରିଡା

ଭୁବନେଶ୍ୱର, : ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଠାରୁ କାଶୀ ବିଶ୍ୱନାଥ ଧାମକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଥମ ଟ୍ରେନର ଯାତ୍ରା ମଙ୍ଗଳମୟ ହେଉ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ୬ଟି ଜିଲ୍ଲାରୁ ୭୭୫ ଜଣ…

ଲକ୍ଷେ ପାର ହେଲା ୨୨ କ୍ୟାରେଟ୍ ସୁନା, ୨୪ କ୍ୟାରେଟ୍ ୧.୧୨ ଲକ୍ଷ ଟପିଲା

ଭୁବନେଶ୍ୱର,: ଦୌଡୁଛି ସୁନା ବଜାର । ଘରୋଇ ବଜାରରେ ସୁନା ଏବଂ ରୁପା ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ଆଜି ସୁନା ବଜାରରେ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି । ବୁଧବାର ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧.୧୨ ଲକ୍ଷ ଟଙ୍କା ଟପି ନୂଆ ରେକର୍ଡ କରିଛି । ହେଲେ ଏଥିରେ ୨୨…

ଜିଏସ୍‌ଟି ହ୍ରାସ : ପାର୍ବଣରେ ବଢ଼ିବ ବଜାର ଚାହିଦା

ନୂଆଦିଲ୍ଲୀ, : ପାର୍ବଣ ବଜାରରେ ଜିଏସ୍‌ଟି ହ୍ରାସ ଉତ୍ସାହ । ସରକାର ନିକଟରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ବଡ଼ ହ୍ରାସ କରିଛନ୍ତି । ଏହାଦ୍ୱାରା ବିସ୍ତୃତ ବର୍ଗର ସାମଗ୍ରୀ ଦର ଶସ୍ତା ହେବାକୁ ଯାଉଛି । ଏହା ପାର୍ବଣରେ ବମ୍ପର ସପିଂକୁ ଉତ୍ସାହିତ କରିବ । ବଜାର ଚାହିଦା ବଢ଼ିବ । ଏଥର…

ନୂଆ ଜ୍ଞାନକୌଶଳରେ ହେବ କେନ୍ଦୁଝର ଘାଟି ସୁରକ୍ଷା

କେନ୍ଦୁଝର, : ଘାଟି ବହୁଳ କେନ୍ଦୁଝର ଜିଲ୍ଲାର ଅନେକ ଅଞ୍ଚଳରେ ଅତଡା ଖସେ ଏବଂ ଯାତାୟତ ବ୍ୟାଘାତ ହୁଏ । ବର୍ଷା ଦିନେ ଅତଡା ଖସିବା ଘଟଣା ଏକ ନିତି ଦିନିଆ ଘଟଣା ହୋଇଥିବାବେଳେ ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ପୂର୍ତ୍ତ ବିଭାଗ । ହାଇବ୍ରିଡ ରେନଫୋର୍ସଡ ସଏଲ ଷ୍ଟକଚର ଜ୍ଞାନ କୌଶଳରେ…

କ୍ୟାବିନେଟ୍ ନିଷ୍ପତ୍ତି ସଂକଳନ ଜାରି

ଭୁବନେଶ୍ୱର, : ରାଜ୍ୟରେ ବିଜେପି ସରକାର ନିଜର ୨୫ଟି କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ୧୪୯ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ସଂକଳନ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି…