ରାଜ୍ୟରେ ୬୪୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ୬୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୩୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୬୮ଟି ହେଉଛି ଲୋକାଲ କେସ୍‌। ଏଥିସହ ରାଜ୍ୟରେ କରୋନା ଯୋଗୁ ଆଉ ୧୪ ଜଣ ଆଖି ବୁଜିଛନ୍ତି। ଗତକାଲି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ…

ଭଉଣୀକୁ କଟୁରୀରେ ହାଣିଲା ଭାଇ

ନୟାଗଡ : ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଜ ଭଉଣୀକୁ ବିଭତ୍ସ ଭାବେ ହତ୍ୟା କରିଛି ଭାଇ। ମୃତ ଯୁବତୀ ଜଣକ ହେଲେ ମମତା ରାଉତ । ପୁଲିସ ଅଭିଯୁକ୍ତ ଭାଇକୁ ଗିରଫ କରିଛି । ସୂଚନା ମୁତାବକ, ରବିବାର ରାତିରେ ମମତା ଶୋଇଥିବା ବେଳେ…

ରାଜ୍ୟରେ କରୋନାରେ ଆଉ ୧୪ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ । ପ୍ରତିଦିନ ୧୦ରୁ ଅଧିକ ଲୋକଙ୍କ ଜୀବନ ନେଉଛି ଏହି ମାରାତ୍ମକ ଭାଇରସ । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୪ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଛି । ଏନେଇ…

ଗଞ୍ଜେଇ ଜବତ ମାମଲାରେ ଅଭିନେତ୍ରୀ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଗିରଫ

ମୁମ୍ବାଇ,୨୨/୧୧: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଗିରଫ ହେବା ପରେ ଏନସିବି ତାଙ୍କ ପତି ତଥା ଆଙ୍କର୍ ହର୍ଷ ଲିମ୍ବୋଚିଆଙ୍କୁ ଗିରଫ କରିଛି । ଘରୁ ୮୬.୫ ଗ୍ରାମର ଗଞ୍ଜେଇ ମିଳିବା ପରେ ହର୍ଷଙ୍କୁ ଗିରଫ କରାଯାଇଛି । ଉଭୟ ପତି ଓ ପତ୍ନୀ ଏନସିବି ଆଗରେ ନିଶାଦ୍ରବ୍ୟ ସେବନ କରୁଥିବା…