କୋଭିଡ୍ କଟକଣାରେ ପାରଳାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ଭଣ୍ଡାରି ସାହି ଛକ ଠାରେ ଗତକାଲି ସନ୍ଧ୍ୟାରୁ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି । ପ୍ରଶାସନର ନିର୍ଦ୍ଦେଶକ୍ରମେ କୋଭିଡ୍ କଟକଣା ଓ ନିୟମ ଅନୁଯାୟୀ ପୂଜାର ଅୟୋଜନ ଚାଲିଛି । ପାରଳା ସହରର ୧ମାତ୍ର ଏହି ପୂଜା ଚଳିତ ବର୍ଷ ୩୬ବର୍ଷ ପୂର୍ତ୍ତି…

ପିଇବା ପାଣିର ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ

କୋଲନରା:- ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୋଲନରା ପଞ୍ଚାୟତ ଅନକ।ବ।ଡି ଗ୍ରାମ ରେ ପିଇବା ପାଣି ର ଅସୁବିଧା ଦେଖିବାକୁ ମିଳିଛି । ଗ୍ରାମରେ ସର୍ବ ମୋଟ ପ୍ରାୟ 80 ଟି ପରିବାର ବସବାସ କରନ୍ତି । 80 ଗୋଟି ପରିବାର କୁ ପାଞ୍ଚ ଗୋଟି ନଳକୂପ ଥିବା ବେଳେ ଦୈନିକ ବ୍ୟବହାର କରୁଥିବା ନଳକୂପ ଖରାପ ହୋଇ…

ରାଜ୍ୟରେ କରୋନା ଆଉ ୧୧ ମୃତ

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୩୧କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୧ ଜଣ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ…

ସ୍ୱାଭିମାନ ଅଞ୍ଚଳରେ ଆଉ ପାଦେ ଆଗକୁ ବଢ଼ିଲା ବିଏସଏଫ ବାହିନୀ

ମାଲକାନଗିରି  : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଆଉ ପାଦେ ଆଗକୁ ବଢ଼ିଲା ବିଏସଏଫ ବାହିନୀ। ଆଜି ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ଠାରେ ପ୍ରତିଷ୍ଠା ହେଲା ନୂତନ ବିଏସଏଫ କ୍ୟାମ୍ପ। ପ୍ରଥମେ ସ୍ୱାଭିମାନ ଅଞ୍ଚଳର ଜାନବାଇ, ଯନ୍ତାପାଇ, ହନ୍ତାଳଗୁଡ଼ା ଏବଂ ଦାରଲାବେଡା ଠାରେ…

ରାଜ୍ୟରେ ୧୭୦୯ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ୨୪ ଘଣ୍ଟାରେ ରାଜ୍ୟରେ୧ ହଜାର ୭୦୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୯୮୫ ଓ ସ୍ଥାନୀୟ ଅଞ୍ଚଳରୁ ୭୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା ୨,୯୧,୮୨୫ରେ ପହଞ୍ଚିଛି। ୨,୭୫,୭୪୯ ସୁସ୍ଥ ହୋଇ ଘରକୁ…

ରାଜ୍ୟରେ ଆଉ ୧୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଶନିବାର ଆଉ ୧୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୨୦କୁ ବୃଦ୍ଧି ପାଇଛି। ଆଜି ୧୨ ମୃତକଙ୍କ ମଧ୍ୟରୁ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ, କେନ୍ଦୁଝରରୁ ୨ ଜଣ, ଗଞ୍ଜାମ,…

ରାଜ୍ୟରୁ ୧୪୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶନିବାର ଆଉ ୧୪୭୦  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୯୦ହଜାର ୧୧୬ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୬୧୭ ଜଣ ସ୍ଥାନୀୟ…

ରାଜ୍ୟ ସରକାରଙ୍କ ଅନଲକ୍-୬ର ଗାଇଡଲାଇନ୍

ଭୁବନେଶ୍ବର: ରାଜ୍ୟ ସରକାର ନଭେମ୍ବର ମାସ ଲାଗି ଆଜି ଗାଇଡଲାଇନ୍ ବା ମାର୍ଗଦର୍ଶିକା ଜାରି କରିଛନ୍ତି। ଅନଲକ୍ ୬ର ଗାଇଡଲାଇନ୍ ଅନୁଯାୟୀ ନଭେମ୍ବର ୧୬ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ। କେବଳ ନବମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବେ। ଏହାଛଡ଼ା ରାଜ୍ୟର

ହୋଣ୍ଡା ୨ହ୍ୱିଲର୍ସ ପକ୍ଷରୁ ପ୍ରିିମିୟମ୍ ମୋଟରସାଇକଲ୍ ବ୍ୟବସାୟ ବିଗ୍ ୱିଙ୍ଗ୍ର ସମ୍ପ୍ରସାରଣ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍ଏମଏସ୍ଆଇ) ପକ୍ଷରୁ ସ୍ୱତନ୍ତ୍ର ପ୍ରିମିୟମ୍ ମୋଟରସାଇକଲ୍ ବ୍ୟବସାୟ ନେଟ୍ୱର୍କ ବିଗ୍ ୱିଙ୍ଗ୍ର ସମ୍ପ୍ରସାରଣ କରାଯାଇଛି । ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ଦୁଇଟି ନୂଆ ସହରରେ ବିଗ୍ ୱିଙ୍ଗ୍ ଟପ୍ଲାଇନ୍କୁ…

ଚଳିତ ବର୍ଷ କଟକରେ ପ୍ରସିଦ୍ଧ ବାଲିଯାତ୍ରା ବନ୍ଦ

କଟକ : ଚଳିତ ବର୍ଷ କଟକରେ ପ୍ରସିଦ୍ଧ ବାଲିଯାତ୍ରା ହେବ ନାହିଁ। କୋଭିଡ୍ ସମୟରେ ଏଭଳି ବିରାଟ ଆୟୋଜନ ଅସମ୍ଭବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇ ଏକଥା କହିଛନ୍ତି । ଏଥିସହ ସାମୁହିକ ଭାବେ ବୋଇତ ବନ୍ଦାଣକୁ ମଧ୍ୟ ବାରଣ କରାଯାଇଛି । ସେହିପରି ଏବର୍ଷ ବଡ଼ଓଷା ଓ ପଞ୍ଚୁକରେ…