ଶ୍ରୀମନ୍ଦିରରେ ସାଗର ବିଜେ ନୀତି ସମ୍ପନ

ଶାକ୍ତଗୁଣ୍ଡିଚା ଯାତ୍ରା ଆରମ୍ଭ

155

ପୁରୀ,୧୪ା୧୦(ଡିକେ ନୁ୍ୟଜ):ମହାଳୟା ତିଥିରେ ଅମାବାସ୍ୟାନାରାୟଣଙ୍କ ସାଗରବିଜେ ନୀତି ସଂପନ୍ନହୋଇଛି । ଆଜି ସକାଳୁ ସକାଳ୫ଟା୨୫ରେ ଶ୍ରୀମନ୍ଦିରର ଦ୍ୱାର ଫିଟିବାପରେ ୬ଟାରେ ଭିତରଶୋଧ ଓ୬ଟା୧୦ରେ ମଙ୍ଗଳଆଳତି ହୋଇଥିଲା ।ଏହାପରେ ମଇଲମ୍, ତଡପଲାଗି,ଅବକାଶ, ମଇଲମ୍ ଓ ରୋଷହୋମ ଆଦିଶ୍ରୀମନ୍ଦିରର ପାରମ୍ପରିକ ନୀତି ସମ୍ପାଦିତହେବା ପରେ ଦିନ ୧୧ଟା ସୁଦ୍ଧା ଶେଷହୋଇଥିଲା ସକାଳଧୂପ । ସକାଳଧୂପ ବାହାରିପାଣିପଡ଼ିବା ପରେ ଅମାବାସ୍ୟା ଦିଅଁ ଭିତରକୁ
ବିଜେ କରିଥିଲେ । ମଧ୍ୟାହ୍ନ ଧୂପ ଅପରାହ୍ନ୩ଟା୪୦ରେ ଶେଷ ହୋଇଥିଲା ।ଅପରାହ୍ନ ୩ଟା ୫୦ରେ ଅମାବାସ୍ୟାଦିଅଁ ପାଲିଙ୍କିକୁ ବିଜେ କରିଥିଲେ ।ପାଲିଙ୍କିରେ ବିରାଜମାନ କରିଥିବାଅମାବାସ୍ୟା ନାରାୟଣ ଘଣ୍ଟ, ଛତା,କାହାଳୀ ସହ ବାଲିସାହିଦେଇ ସମୁଦ୍ରକୂଳକୁ ବିଜେ କରିଥିଲେ । ଠାକୁରଙ୍କୁବିଭିନ୍ନ ସ୍ଥାନରେ ପନ୍ତିଭୋଗ ଅର୍ପଣକରାଯାଇଥିଲା

Leave A Reply

Your email address will not be published.