କୋର୍ଟରେ ଆତ୍ମସମର୍ପଣ କଲେ ରାଜକୁମାର ରାଓ
ମୁମ୍ବାଇ, ୧ା୮ : ବଲିଉଡ ଅଭିନେତା ରାଜକୁମାର ରାଓ ଗତ ସୋମବାର ଜଲନ୍ଧରର ଜେଏମଆଇସି କୋର୍ଟରେ ବିଚାରପତି ଶ୍ରୀଜନ ଶୁକ୍ଲାଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ । ୨୦୧୭ରେ ମୁକ୍ତିଲାଭ କରିଥିବା ଫିଲ୍ମ "ବେହେନ ହୋଗି ତେରୀ'ର ପ୍ରଚାର ସମୟରେ ଏକ ବିବାଦୀୟ ପୋଷ୍ଟର ଯୋଗୁଁ ଧାର୍ମିକ ଭାବନାକୁ ଆଘାତ…