ତଦାନ କେନ୍ଦ୍ରର ସୁବ୍ୟବସ୍ଥା କରଣ ନିମନ୍ତେ ବୈଠକ
ଆଠମଲ୍ଲିକ, : ଆଠମଲ୍ଲିକ ଉପ ଜିଲ୍ଲାପାଳ ଙ୍କ କକ୍ଷରେ ୬୩-ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ସୁବ୍ୟବସ୍ଥାକରଣ ନିମନ୍ତେ ଉପଜିଲ୍ଲାପାଳ-ତଥା- ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହା ଙ୍କ ସଭାପତିତ୍ବରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକର ବିଭିନ୍ନ ରାଜନୈତିକ…