ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷାଫଳ, ପାସ୍ ହାର ୯୩.୧୨ ପ୍ରତିଶତ
ନୂଆଦିଲ୍ଲୀ: ସିବିଏସଇ ଦଶମ ରେଜଲ୍ଟ ପ୍ରକାଶିତ । ଏବର୍ଷ ଦେଶର ପାସ ହାର ରହିଛି ୯୩.୧୨% । ଗତବର୍ଷ ତୁଳନାରେ ଦେଶରେ କମିଛି ପାସ ହାର । ଚଳିତବର୍ଷ ୨୪,୪୮୦ ସ୍କୁଲରେ ପରୀକ୍ଷା ଦେଇଥିଲେ ୩୪ ଲକ୍ଷ ୮୦ହଜାର ଛାତ୍ରଛାତ୍ରୀ । ଚଳିତବର୍ଷ ଦିଲ୍ଲୀଠାରୁ ଓଡ଼ିଶା ରିଜିଅନରେ ଭଲ ରେଜଲ୍ଟ ହୋଇଛି ।…