ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତ
ଭୁବନେଶ୍ୱର, : ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ୨୦ ଏକର ଜମିରେ ନିର୍ମାଣ ହେବ ପାନ୍ଥନିବାସ, ପାର୍କ ଓ ଫୁଡ୍ ଷ୍ଟଲ୍ । ଏଭଳି ଏକ ଯୋଜନା ହୋଇଥିବା ଅଭିଯୋଗ କରି ଏବିଭିପି ପ୍ରବଳ ବିରୋଧ କରିଥିଲା । କିନ୍ତୁ ଏ ସବୁ ପ୍ରକଳ୍ପ ସେଠାରେ ହେବାର ନାହିଁ ବୋଲି କହିଛନ୍ତି ବିଡିଏ ଉପାଧ୍ୟକ୍ଷ…