ବିବାହରେ ଶାଳୀମାନଙ୍କୁ ୧୨ ଲକ୍ଷ ଟଙ୍କା ଦେଲେ ରଣବୀର କପୁର
ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ୫ଦିନ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ଫୋଟ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବର୍ତ୍ତମାନ ଆଲିଆଙ୍କ ଘନିଷ୍ଠ ବନ୍ଧୁ ତନୟା ଶାହ ଗୁପ୍ତା କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକ ମଧ୍ୟରୁ ଗୋଟିଏରେ ରଣବୀର ଏକ କାଗଜ…