ମୋଦୀଙ୍କ ଋଷ-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପ୍ରୟାସକୁ ଆମେରିକାର ପ୍ରଶଂସା
ଡୁମାଣୀ ଟିଭି ୩/୪: ଋଷ ସହିତ ଭାରତର ବ୍ୟବସାୟ ଡିଲ୍କୁ ଦେଖି ସହିପାରୁ ନାହାଁନ୍ତି ପଶ୍ଚିମ ଦେଶ। ଆମେରିକା ଏନେଇ ଭାରତକୁ ସିଧାସଳଖ କିଛି ନ କହିପାରିଲେ ବି ପରୋକ୍ଷେ ଚେତାବନୀ ଦେଉଛି। ହେଲେ ପୁଣି ସେହି ଆମେରିକା ଭାରତକୁ ତାର ବିଦେଶ ନୀତି ଯୋଗୁ ପ୍ରଶଂସା କରୁଛି। ଋଷ-ୟୁକ୍ରେନ୍ ମଧ୍ୟରେ…