ଦ କାଶ୍ମୀର ଫାଇଲ୍ସକୁ ନେଇ ଅମୀର ଖାଁଙ୍କ ପ୍ରତିକ୍ରିୟା ,କହିଲେ ସବୁ ଭାରତୀୟଙ୍କୁ ଏହି ଫିଲ୍ମ ଦେଖିବା ଉଚିତ୍
ଡୁମାଣୀଟିଭି.୨୨/୩ : ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ସଂପ୍ରତି ଦେଶରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ଯିଏ ବି ଏହି ଫିଲ୍ମ ଦେଖୁଛନ୍ତି ପ୍ରଶଂସା କରି ରହି ପାରୁ ନାହାନ୍ତି। ବକ୍ସ ଅଫିସରେ ଫିଲ୍ମର ଧମାଲ ଜାରି ରହିଛି ଏବଂ ଖୁବ୍ ଆୟ କରୁଛି। ବଲିଉଡର ଅନେକ ହସ୍ତୀ!-->!-->…