ଆନ୍ଧ୍ର-ଓଡ଼ିଶା ସୀମାରେ ନକ୍ସଲଙ୍କ ବର୍ବର କାଣ୍ଡ
ଡୁମାଣୀ ଟିଭି,୭/୪:ଆନ୍ଧ୍ର-ଓଡ଼ିଶା ସୀମାରେ ନକ୍ସଲଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର୍ ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ । ଓଡ଼ିଶା ସୀମା ଠାରୁ ମାତ୍ର ୬ କିଲୋମିଟର ବ୍ୟବଧାନରେ ଘଟେଇଛନ୍ତି ଏଭଳି ଘଟଣା । ସୂଚନା ମୁତାବକ, ପାଡେର ଜିଲ୍ଲା ପେଦବାଇଲୁ ଥାନା ଅନ୍ତର୍ଗତ…