ବକ୍ସ ଅଫିସରେ ଧମାଲ କରି ସବୁ ଫିଲ୍ମର ରେକର୍ଡ ବ୍ରେକ୍ କରୁଛି କାଶ୍ମୀର ଫାଇଲ୍ସ
ବକ୍ସ ଅଫିସରେ ଧମାଲ କରି ସବୁ ଫିଲ୍ମର ରେକର୍ଡ ବ୍ରେକ୍ କରୁଛି କାଶ୍ମୀର ଫାଇଲ୍ସ
ଡୁମାଣୀ ଟିଭି,୧୮/୩ : ‘କାଶ୍ମୀର ଫାଇଲ୍ସ’ ରିଲିଜ୍ ହେବାର ଏକ ସପ୍ତାହ ବିତିଗଲାଣି । ଚଳଚ୍ଚିତ୍ରର ଇନକମ୍ କରିବା ସହ ବକ୍ସ ଅଫିସରେ ଧୂମ ମଚାଇବାରେ ଲାଗିଛି । ପ୍ରତିଦିନ ଏହାର ରୋଜଗାର ମଧ୍ୟ ବୃଦ୍ଧି ପାଉଛି!-->!-->…