ସପ୍ତାହ ଭିତରେ ରେଳମନ୍ତ୍ରୀଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ ବାଲେଶ୍ୱରରେ ବଖାଣିଲେ ମୋଦିଙ୍କ ସଫଳତା
ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି କ୍ଷୀରଚୋରା ଗୋପୀନାଥଙ୍କ ଦର୍ଶନ ସହ ଆରମ୍ଭ କରିଥିଲେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ । ବାଲେଶ୍ୱର ଗୋପୀନାଥପୁର- ନୀଳଗିରି ମେମୁ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି । ନୀଳଗିରିରୁ ବେତନଟୀ ରେଳ ଲାଇନ୍ ପାଇଁ…