କିଟ୍ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,(ଡିକେ ନୁ୍ୟଜ୍): ଚୀନ୍ହାଙ୍ଗଝଉରେ ନିକଟରେ ଶେଷହୋଇଥିବା ୧୯ତମ ଏସିଆନ୍ଗେମ୍ସ ଓ ଚେଙ୍ଗୁଡ଼ୁଠାରେ ଅନୁଷ୍ଠିତ
୩୧ତମ ବିଶ୍ୱ ବିଶ୍ୱବିଦ୍ୟାଳୟକ୍ରୀଡ଼ାରେ ପଦକ ହାସଲ କରିଥିବାକିଟ୍ ଖେଳାଳିମାନଙ୍କୁ ରବିବାର କିଟ୍ଓ କିସ୍ରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନାଦିଆଯାଇଛି । ଅଲିମ୍ପିଆନ୍…