ଆବାସ ଟଙ୍କା ହଡପ ଘଟଣାର ତଦନ୍ତ ନିର୍ଦ୍ଦେଶ
ଓଡ଼ଗାଁ : ଓଡ଼ଗାଁ ବ୍ଲକରେ ହିତାଧିକାରୀଙ୍କ ଅଜାଣତରେ ସରପଞ୍ଚ ଓ ଜିଆରଏସ ଆବାସ ଟଙ୍କାକୁ ହଡ଼ପ କରି ନେଇଛନ୍ତି । ଏହି ଘଟଣାକୁ ବିଡ଼ିଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଓଡ଼ଗାଁ ବ୍ଲକ୍ ବରସାହି ପଞ୍ଚାୟତ ସିଙ୍ଗାରପୁର ଗ୍ରାମର ଗଣେଶ ନାୟକ ଜଣେ ଅକ୍ଷମ ବ୍ୟକ୍ତି । ସେ କାମ ଧନ୍ଦା…