ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସ, ୧୨ ହଜାରରୁ ଅଧିକ କଫ ସିରପ୍ ବୋତଲ ଜବତ
ବଲାଙ୍ଗୀର: ବର୍ତ୍ତିବେନି କଫ ସିରପ ମାଫିଆ ଓ ବ୍ୟବସାୟୀ। ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସI ୧୨ ହଜାରରୁ ଅଧିକ କଫ ସିରପ୍ ବୋତଲ ସହ ଦାମୀ ଗାଡ଼ି ଜବତ କରିଛି ପୋଲିସ I ଘଟଣାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୪ ମହିଳାଙ୍କ ସମେତ ୩୭ ବ୍ୟବସାୟୀ ଓ ମାଫିଆଙ୍କୁ ଗିରଫ କରିଛି ପୋଲିସ। ୪୦ ଲକ୍ଷ ଟଙ୍କାର…