Browsing Tag

#basudevpur

ଶେଷରେ ଆଖି ବୁଜିଲେ ପରାଜିତ ସମିତି ସଭ୍ୟା ପ୍ରାର୍ଥୀନୀ ସୁମତି ପରିଡ଼ା

ଡୁମାଣୀଟିଭି.୨୨/୩ : କୁହାଯାଏ ଜୀବନ ର ଅନ୍ୟ ନାମ ଯନ୍ତ୍ରଣା। ଆଉ ସେହି ଯନ୍ତ୍ରଣା ରେ ରାଜନୀତି ର ଛଳନା ଓ ପ୍ରବଞ୍ଚନା ର ରଙ୍ଗ ଲାଗିଗଲେ ଜୀବନ ହୋଇଉଠେ ଦୁର୍ବିସହ। ସାଧାରଣ ଗୃହିଣୀ ରୁ ସମାଜ ସେବା ପାଇଁ ଆଗେଇ ଆସି ରାଜନୀତି ର ଚକ୍ରବିହୋ ଭିତରେ ଫସି କିପରି ଏକ ସୁନା ର ସଂସାର ଉଜୁଡ଼ି ଯାଏ…