ବଢିଲା ପିଆଜ ଦର
ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତି ଆକଳନ ହ୍ରାସ ପାଉଥିଲେ ମଧ୍ୟ ପନିପରିବା ମୂଲ୍ୟରେ ପରିସ୍ଥିତି ଏପରି ଜାରି ରହିଛି ଯେ ଏହା ସାଧାରଣ ଜନତାଙ୍କୁ ଚକିତ କରୁଛି । ଏହାପୂର୍ବରୁ ଜୁଲାଇ-ଅଗଷ୍ଟରେ ଟମାଟୋର ମୂଲ୍ୟ ବୃଦ୍ଧି ସମସ୍ତ ରେକର୍ଡ ଭାଙ୍ଗିଥିଲା ଏବଂ କିଲୋଗ୍ରାମ ପିଛା ୩୦୦ଟଙ୍କାରେ ମଧ୍ୟ…