ସାବଧାନ ରାଜଧାନୀ ମଦୁଆ: ବିଭିନ୍ନ ସ୍ଥାନରେ ପୋଲିସ କରୁଛି ରେଡ୍
ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ମଦୁଆଙ୍କ ଦୌରାତ୍ମ୍ୟ । ଅତିଷ୍ଠ ରାଜଧାନୀବାସୀ । ଆକ୍ସନ ମୁଡରେ କମିଶନରେଟ୍ ପୋଲିସ । ବିଭିନ୍ନ ସ୍ଥାନରେ ମଦ ଆଡ୍ଡା ଉପରେ ଚଢ଼ାଉ । ୫୨ ଜଣଙ୍କଠାରୁ ୨୬ ହଜାର ଟଙ୍କାର ଫାଇନ ଆଦାୟ । ୪୪ ଜଣଙ୍କୁ ଥାନାକୁ ନେଇ ପଚରାଉଚରା ।…