Browsing Tag

#Bhubaneswar Rajadhani #Car Accident #dhumanikhabar #odisha

କାରକୁ ୫୦ ମିଟର ଘୋଷାଡି ନେଲା ଟ୍ରକ୍‌

ଭୁବନେଶ୍ୱର,ରାଜଧାନୀରେ ପୁଣି ହିଟ୍‌ ଆଣ୍ଡ ରନ୍‌। କାରକୁ ପିଟିଲା ଟ୍ରକ୍‌। ଚଳନ୍ତା କାରକୁ ୫୦ ମିଟର ଘୋଷାଡି ନେଲା ଟ୍ରକ୍‌। ଏହି ଟ୍ରକ୍‌ ଧକ୍କାରେ ତେଲ ଟାଙ୍କି ଫାଟି କାରରେ ଲାଗିଲା ନିଆଁ। ଜଳନ୍ତା କାରରୁ ଚାଳକଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଖବର ଅନୁଯାୟୀ, ସ୍ଥାନୀୟ ବରମୁଣ୍ଡା କାଳୀ…