ଦୁଇ ବସ୍ ମୁହାଁମୁହଁ ଧକ୍କା
ଭୁବନେଶ୍ୱର, ରାଜଧାନୀର ବାଣୀବିହାର ଓଭରବ୍ରିଜ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଘରୋଇ ବସ୍ ଓଏସଆରଟିସି ବସକୁ ଧକ୍କା ଦେଇଥିବା ଜଣାଯାଇଛି। ଦୁର୍ଘଟଣାରେ ଦୁଇ ବସର ଡ୍ରାଇଭର ସମେତ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ…