Browsing Tag

#bhubaneswar

ପୁଣି ବଢ଼ିପାରେ ଜିରା ଦର

ଗାନ୍ଧିନଗର: ଜିରା ଦର ପୁଣି ବଢିବାର ଆଶଙ୍କା କରାଯାଉଛି । ଜିରାର ରପ୍ତାନୀ ଚାହିଦା ବୃଦ୍ଧି ହେଉଥିବାରୁ ଏପରି ଆଶଙ୍କା କରାଯାଉଛି । ଏହି ମସଲାର ଦୁଇ ଉତ୍ପାଦକ ରାଜ୍ୟ ଗୁଜରାଟ ଓ ରାଜସ୍ଥାନରେ ଏବେ ନୂଆ ସିଜନ ପାଇଁ ଚାଷ କାମ ଆରମ୍ଭ ହୋଇଗଲାଣି । ଗତ କିଛି ମାସ ହେଲା ଜିରାର ରପ୍ତାନୀ ଚାହିଦା…

ଏଣିକି ସରକାରୀ ହସ୍ପିଟାଲରେ ଘରୋଇ ମେଡ଼ିକାଲ ସୁବିଧା

ଭୁବନେଶ୍ୱର,୧୫ା୧୧ : ହସ୍ପିଟାଲ ଆହୁରି ହେବ ଚକାଚକ୍‌ । ରାଜ୍ୟବାସୀଙ୍କୁ ମିଳିବ ଉତ୍ତମ ସ୍ୱାସ୍ଥ୍ୟ ସେବା । ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପରିଜନଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ । ସେମାନଙ୍କ ପାଇଁ ଡାକ୍ତରଖାନାରେ ରହଣି ବ୍ୟବସ୍ଥା ହେବ । ଏଥିପାଇଁ ରାଜ୍ୟ ସରକାର "ଆମ ହସ୍ପିଟାଲ'…

ଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ଫୁଟବଲ ଟ୍ୟାଲେଣ୍ଟ ଏକାଡେମୀ

ଭୁବନେଶ୍ୱର,୧୫ା୧୧ : ବିଗତ ଦଶନ୍ଧି ମଧ୍ୟରେ ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ପାଇଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍‌ ନିର୍ମାଣ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ସଫଳତା ପାଇଛି ଓଡ଼ିଶା । ପରିଣାମ ସ୍ୱରୂପ ଓଡ଼ିଶା ଆଜି…

ଓଡିଶା ସହ ୫ଟି ରାଜ୍ୟର ୩୯ଟି କୋଇଲା ଖଣିର ହେବ ନିଲାମ

ନୂଆଦିଲ୍ଲୀ: ଚଳିତ ନଭେମ୍ବର ମାସ ୧୫ ତାରିଖରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି ନିଲାମ କରିବ । ଏଥିରେ ଓଡିଶା ସମେତ ପାଞ୍ଚଟି ରାଜ୍ୟର ୩୯ଟି କୋଇଲା ଖଣି ରହିଛି । ଅନ୍ୟ ଚାରିଟି ରାଜ୍ୟ ହେଲା ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ।…

୧୬ରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବେନଶ୍ୱର,୧୪ା୧୧ : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁ•ପର ରୂପ ନେଇଛି । ଏହି ଲଘୁ•ପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସହ ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ…

ହତ୍ୟାକାଣ୍ଡର ପର୍ଦାଫାଶ, ଅଭିଯୁକ୍ତ ଗିରଫ

ବୈପାରିଗୁଡା, : ବୈପାରିଗୁଡା ଅଂଚଳରେ •ଞ୍ଚଲ୍ୟ ସୃଷ୍ଟି କରିଥିବା ଭଳି ଏକ ହତ୍ୟାକାଣ୍ଡ ମାମଲା ଗତ ବୁଧବାର ସନ୍ଧ୍ୟା ୬ଟା ସମୟରେ ଲୋକ ଲୋଚନକୁ ଆସିଥିଲା । ସେହି ସମୟରେ ଅଭିଯୁକ୍ତ କାଣ୍ଡ ଘଟାଇ ଘଟଣା ସ୍ଥଳରୁ ଫେରାର ମାରିଥିଲା । ଏହି ଘଟଣା ପୋଲିସକୁ •ଲେଞ୍ଜ ଦେଇଥିବା ବେଳେ ବୈପାରିଗୁଡା…

ଦୀପାବଳିରେ ଅଘଟଣ କ୍ୟାପିଟାଲ୍‌ ହସ୍ପିଟାଲରେ ଶତାଧିକ ଆହତଙ୍କ ଚିକିତ୍ସା

ଭୁବନେଶ୍ୱର, : ରାଜଧାନୀରେ ବାଣଫୁଟେଇବା ବେଳେ ଅନେକ ସ୍ଥାନରେ ଅଘଟଣ ଦେଖିବାକୁ ମିଳିଛି । ଫଳରେ କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଆହତ ଚିକିତ୍ସା ପାଇଁ ପହଞ୍ଚିଛନ୍ତି । ସେଥିମଧ୍ୟରୁ କାହାର ହାତ ଫାଟିଛି ତ ଆଉ କିଏ ନିଆଁରେ ପୋଡ଼ି ହୋଇଛନ୍ତି । ଛୋଟରୁ ବଡ଼, ମହିଳାଙ୍କଠାରୁ…

ଦିଲ୍ଲୀ ପରେ ଓଡ଼ିଶା ପବନରେ ଜହର: ଏକ୍ୟୁଆଇ ୩୦୦ପାର

ଭୁବନେଶ୍ୱର,୧୩ା୧୧ : ପବନରେ ଜହର । ଦିଲ୍ଲୀ ପରେ ଓଡିଶାରେ ବଢିଲା ବାୟୁ ପ୍ରଦୂଷଣ । ଜାତୀୟ ବାୟୁ ଗୁଣବତ୍ତା ସୁଚକାଙ୍କରେ ଖସୁଛି ଓଡିଶାର ପ୍ରମୁଖ ସହର । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ ଭୁବନେଶ୍ୱର, କଟକ ସିଡିଏ, ବାଲେଶ୍ୱର, ଅନୁଗୋଳ, ରାଉରକେଲା ଓ ବାରିପଦା ସହରର ସ୍ଥିତି…

୨୫ ରୁ ରାଜ୍ୟସ୍ତରୀୟ କୁମାର ସ୍ୱାମୀ ମହୋତ୍ସବ

ଭବାନୀପାଟଣା, : କଳାହାଣ୍ଡି କଳା, ସଂସ୍କୃତି, ଐତିହ୍ୟ, ସାହିତ୍ୟ, ପରମ୍ପରାର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟ ସ୍ତରୀୟ କୁମାରସ୍ୱାମୀ ମହୋତ୍ସବ୨୦୨୩ ଆସନ୍ତା ନଭେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ । କଳାହାଣ୍ଡି…

ସହର ଓ ଗାଁ ଭିତରେ ରହିବନି ଫରକ

ଭୁବନେଶ୍ୱର, : ବିକାଶ ଯାତ୍ରାରେ ସାମିଲ ହୋଇଛି ରାଜ୍ୟର ସବୁ ପଞ୍ଚାୟତ । ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ୱୟରେ ସଶକ୍ତ ଓଡ଼ିଶାର ମାର୍ଗକୁ ପ୍ରଶସ୍ତ କରିଛି "ଆମ ଓଡ଼ିଶା ନବୀନ ଓଡ଼ିଶା' । ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ…