ଷ୍ଟେଟ ବ୍ୟାଙ୍କ ପ୍ରୋପର୍ଟି ଏକ୍ସପୋ ୨୦୨୩ ଉଦଘାଟିତ
ଭୁବନେଶ୍ୱର : ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଭୁବନେଶ୍ୱର ୟୁନିଟ୍ -୧ ସ୍ଥିତ ମୁଖ୍ୟ ଶାଖା ପ୍ରାଙ୍ଗଣରେ ୩ ନଭେମ୍ବରରୁ ୫ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ପ୍ରୋପର୍ଟି ଏକ୍ସପୋ -୨୦୨୩ ଆୟୋଜିତ ହୋଇଛି । ୩୦ ରୁ ଅଧିକ ଖ୍ୟାତିସମ୍ପନ୍ନ ବିଲଡରମାନେ ଅଂଶଗ୍ରହଣ କରିଛନ୍ତି ଏବଂ ସେମାନଙ୍କର ନୂତନ ତଥା…