Browsing Tag

#biden says putin can not remain in power

ବାଇଡେନ୍‌ଙ୍କ ଚେତାବନୀ କ୍ଷମତାରେ ରହିପାରିବେନି ପୁଟିନ

ଡୁମାଣୀ ଟିଭି ,୨୭/୩ : ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । କେହି କାହାରିକୁ ଛାଡିବାକୁ ନାରାଜ । ଦୀର୍ଘ ୩୨ ଦିନ ହେଲା ୟୁକ୍ରେନ ଉପରେ ମିସାଇଲ ମାଡ କରି ଚାଲିଛି ମସ୍କୋ । ନାନା କଟକଣା ଲାଗିବା ସତ୍ତ୍ୱେ ବି ଋଷ ଆକ୍ରମଣରୁ ହଟୁନାହିଁ । ଏହାମଧ୍ୟରେ ଶନିବାର ଆମେରିକା…