ବିଲକିସ ବାନୋ ଗଣଦୁଷ୍କର୍ମ ଘଟଣା ଆତ୍ମ ସମର୍ପଣ କଲେ ସମସ୍ତ ୧୧ ଦୋଷୀବିଲକିସ ବାନୋ ଗଣଦୁଷ୍କର୍ମ ଘଟଣା
ନୂଆଦିଲ୍ଲୀ, ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କଲେ ବିଲକିସ ବାନୋ ଗଣଦୁଷ୍କର୍ମ ଦୋଷୀୟ ସମସ୍ତ ୧୧ ଦୋଷୀ। ଗୁଜରାଟ ଗୋଧ୍ରାର ଉପକାରାଗାରରେ ଆତ୍ମସମର୍ପଣ କରିଛନ୍ତି। ଗତକାଲି ରାତି ସାଢେ ୧୧ଟା ସମୟରେ ସମସ୍ତ ୧୧ ଦୋଷୀ ଗୁଜରାଟ ପଞ୍ଚମହଲ ଜିଲ୍ଲାର ଗୋଧ୍ରା ସବଜେଲରେ ସରେଣ୍ଡର…